ଆଜି ବିଶ୍ୱ ସିଂହ ଦିବସ, ଲୋକଙ୍କୁ ସିଂହ ସଂପର୍କରେ ସଚେତନ କରିବା ଲକ୍ଷ୍ୟ

ଆଜି ବିଶ୍ୱ ସିଂହ ଦିବସ । ପ୍ରତିବର୍ଷ ଅଗଷ୍ଟ ୧୦ ତାରିଖରେ ସାରା ବିଶ୍ୱରେ ସିଂହ ଦିବସ ପାଳନ କରାଯାଏ । ଲୋକଙ୍କୁ ସିଂହ ସଂପର୍କରେ ସଚେତନ କରିବା ଏହି ଦିବସର ଲକ୍ଷ୍ୟ । ଭାରତରେ ମିଳିଥିବା ଏସିଆଟିକ୍‌ ସିଂହ ଅନ୍ତର୍ଜାତୀୟ ୟୁନିଅନ୍‌ ଫର କନ୍‌ଜରଭେସନ୍‌ ଅଫ୍‌ ନେଚର, ରେଡ୍‌ ତାଲିକାଭୁକ୍ତ କରିଛି । ଏହା ମୁଖ୍ୟତଃ ଗିର ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.