Below header

ଦୃଷ୍ଟି ଭ୍ରମ ? : ପୋଲ ଉପରେ ଗାଡ଼ି ଓ ଲୋକ ଆସୁଛନ୍ତି, କୁଆଡ଼େ ଚାଲି ଯାଉଛନ୍ତି, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେଉଛି । ଯାହା ଲୋକଙ୍କୁ କେତେବେଳେ ମଜା ଦେଇଛି ତ ଆଉ କେତେବେଳେ ଆଶ୍ଚର୍ଯ୍ୟ ଚକିତ କରୁଛି । ସେଭଳି ଏକ ଭିଡିଓ ଏବେ ଦେଖିବାକୁ ମିଳୁଛି । ଏକ ବ୍ରିଜ୍‌ ଉପରେ ଟ୍ରାଫିକ୍‌ ଚାଲିଛି ଓ ଅଚାନକ ଗୋଟିଏ ଜାଗାରେ ଲୋକ ସବୁ ନଦୀ ଆଡ଼କୁ ଗାଏବ ହୋଇଯାଉଛନ୍ତି । ଏହାକୁ ଅପଟିକାଲ ଇଲୁଜିୟନ୍‌ ବା ଦୃଷ୍ଟି ଭ୍ରମ ବୋଲି କୁହାଯାଉଛି । ଡାନିଏଲ୍‌ ନାମକ ଜଣେ ୟୁଜର ଏହାକୁ ସୋସିଆଲ ମିଡିଆରେ ଛାଡ଼ିଛନ୍ତି ।

ତାଙ୍କର ଏଭଳି ଦୁଇଟି ମଜାଦାର ଭିଡିଓ ଦେଖନ୍ତୁ ।….

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.