ହଳଦିଆ ଶାଢ଼ି ପିନ୍ଧି ଭାରତନାଟ୍ୟମ ହିପହପକୁ ମିକ୍ସ କରି ନାଚିଲେ ମହିଳା, ଦେଖିଲେ ଝୁମିଉଠିବେ ଆପଣ

ଗୋଟିଏ ଗୀତରେ ଦୁଇଟି ଡ୍ୟାନ୍ସ ଫର୍ମ କରିବା ସବୁଠାରୁ ମୁସକିଲ କାମ। କିନ୍ତୁ ନିକଟରେ ଦୁଇଜଣ ମହିଳା ଏହି କଠିନ କାମକୁ କରିଦେଖାଇଛନ୍ତି। ଦୁଇ ଜଣ ମହିଳାଙ୍କର ଏହି ଜବରଦସ୍ତ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହି ଦୁଇ ଜଣ ମହିଳା ଗୋଟେ ଇଂଲିସ ଗୀତରେ ହିପହପ୍‌ ସହିତ ଭାରତନାଟ୍ୟମକୁ ମିକ୍ସ କରି ବଢ଼ିଆ ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ଏତେ ଭାଇରାଲ ହେଉଛି ୟୁଟ୍ୟୁବ ମଧ୍ୟ ନିଜ ୟୁଟ୍ୟୁବ ଇଣ୍ଡିଆ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ଦୁଇଜଣ ମହିଳା ଶାଢ଼ି ପିନ୍ଧି ଏକଦମ ବିନ୍ଦାସ ଅନ୍ଦାଜରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି।

ତେବେ ଏହା ପୂର୍ବରୁ ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଥିଲା। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ଯୁବତୀ ସାଢ଼ି ପିନ୍ଧି ଗେନ୍ଦା ଫୁଲ ଗୀତରେ ବଢ଼ିଆ ଅନ୍ଦାଜରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା।

 

View this post on Instagram

 

#HybridBharatham I EPISODE 3. Hey @jackharlow, whats poppin ? 🍯 ➖⁣⁣⁣⁣ I call this #HybridBharatham and this is my way of mixing 2 styles that I love. Hip-Hop will always be my first love, but I have a big affection for Bharatham. I’m not an expert of Bharatham yet, but I will be. 🤟🏾⁣⁣⁣ ➖⁣⁣⁣⁣ 𝐃𝐚𝐧𝐜𝐞𝐫𝐬 : @orlane_dede 𝐱 @usha_jey⁣⁣ 𝐂𝐡𝐨𝐫𝐞𝐨𝐠𝐫𝐚𝐩𝐡𝐲 : @usha_jey ⁣⁣⁣⁣ 𝐓𝐫𝐚𝐜𝐤 𝐜𝐮𝐭 : @kidathegreat 𝐱 @baileysok 𝐒𝐩𝐞𝐜𝐢𝐚𝐥 𝐭𝐡𝐚𝐧𝐤𝐬 : @saja.sathiya 𝐱 @ithaj_muah ➖⁣⁣⁣⁣ #whatspoppin #jackharlow #hiphop #dance #ilovethisdance #baratham #bharatham #bharathanatyam #barathanatyam #tamil #tamildance #ghettostyle

A post shared by Usha Jey (@usha_jey) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.