ନଖ ବଢାଇବାର ସଉକ କରିଦେଇଛି ପାଗଳ, ବର୍ଷ ବର୍ଷ ଧରି ନଖ କାଟି ନାହାଁନ୍ତି ଏହି ଯୁବତୀ

ସାଧାରଣତଃ ମହିଳା ମାନଙ୍କ ଠାରୁ ଆରମ୍ଭ କରି ଝିଅମାନଙ୍କ ପର୍ଯ୍ୟନ୍ତ ନଖ ବଢାଇବା ସମସ୍ତଙ୍କର ଏକ ପ୍ରକାର ସଉକ ହୋଇଥାଏ । ଏହି ସଉକ ପାଇଁ ଆଜିକାଲି କୋଟ କୋଟି ଟଙ୍କାର ନେଲ ଆର୍ଟ ଇଣ୍ଡଷ୍ଟ୍ରି ମଧ୍ୟ ଚାଲୁଅଛି । କିନ୍ତୁ କଣ ଏପରି କେହି ଅଛନ୍ତି ଯିଏକି ନିଜର ଏହି ସଉକ ପାଇଁ ବର୍ଷ ବର୍ଷ ଧରି ନଖ କାଟନ୍ତି ନାହିଁ । ଆପଣ ଏପରି ଶୁଣିଥିବେ ନିଶ୍ଚୟ କିନ୍ତୁ କେବେ ଦେଖି ନଥିବେ । ତାହେଲେ ଆସନ୍ତୁ ଜାଣିବା ଏପରି ଏକ ଯୁବତୀଙ୍କ ବିଷୟରେ ଯିଏକି ନିଜର ଏହି ସଉକ ପାଇଁ ୩ ବର୍ଷ ହେବ କାଟିନାହାଁନ୍ତି ନଖ ।

कई इंच लंबे नाखून

ଇଏ ହେଉଛନ୍ତି ସାଇମନ କ୍ରିଷ୍ଟିନା ଟେଲର ସେ, ଯାହାଙ୍କ ହାତରେ ରହିଛି ଏତେ ବଡ ବଡ଼ ଲମ୍ବା ନଖ । କ୍ରିଷ୍ଟିନାଙ୍କ ଏହି ନଖ ପଛରେ ରହିଛି ୩ ବର୍ଷର ପରିଶ୍ରମ ।

आपको कैसे लगे नाखून

ଏହାସହ ପଢନ୍ତୁ ଅଜଗରକୁ ମହଙ୍ଗା ପଡିଲା ବିଲେଇ ଗିଳିବା, ଯନ୍ତ୍ରଣାରେ ହେଲା ଛଟପଟ

କ୍ରିଷ୍ଟିନା ତାଙ୍କର ଏହି ନଖ ଉପରେ ଭିନ୍ନ ଭିନ୍ନ ପ୍ରକାରର ନେଲ ଆର୍ଟ୍ସ ବନାଇ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥାନ୍ତି ।

3 साल की मेहनत

କ୍ରିଷ୍ଟିନାଙ୍କର ଏହି ନଖର ମଧ୍ୟ ଅନେକ ଫଲୋଅର୍ସ ରହିଛନ୍ତି । ଇନଷ୍ଟାଗ୍ରାମରେ ପ୍ରାୟ ୧୨ ହଜାର ଲୋକ ତାଙ୍କୁ ଫଲୋ କରନ୍ତି ।

है ना गजब की आर्ट?

ଏହା ହେଉଛି ତିନି ବର୍ଷର ପରିଶ୍ରମ ସହିତ ଆଶ୍ଚର୍ଯ୍ୟକର ନେଲ ଆର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.