IAS ଅଧିକାରୀଙ୍କ ଏହି ଛୁଟି ଆବେଦନ ପତ୍ର ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ, ଥରେ ନଜର ପକାନ୍ତୁ ତ….

ଆପଣ ମାନଙ୍କର ମନେଥିବ ଯେତେବେଳେ ସ୍କୁଲ କିମ୍ବା କଲେଜରେ ପଢିବା ସମୟରେ ଆମେ ନିଜ ଶିକ୍ଷକଙ୍କୁ ଛୁଟି ନେଇ ଆବେଦନ ପତ୍ର ଲେଖୁଥିଲୁ । ଯାହା ବି କାରଣ ଥାଉ ନା କାହିଁକି ଆମେ ଯାହାବି ଲେଖିଥାଉ ନା କାହିଁକି ମାଷ୍ଟରଙ୍କୁ କିନ୍ତୁ ଜଣାପଡ଼ିଯାଏ କି ଆମେ ବାହାନା କରିଥାଉ । ବାହାନା କରି ହିଁ ମିଛରେ ଲେଖିଥାଉ ବୋଲି । କିନ୍ତୁ ଆମେରେ ଲିଖିତ ହିସାବରେ କୌଣସି ପତ୍ର ଦେଇଥାଉ ବୋଲି ହୃଦୟକୁ ଏକ ପ୍ରକାର ତ୍ରାହି ମିଳିଥାଏ । ଆଉ ଏହି ସମୟରେ ଅନେକ ଥର ଅନେକ ମଜାଳିଆ ମଜାଳିଆ ହରକତ ବି ହୋଇଯାଏ । ଯାହା କେବେ ସାମ୍ନାକୁ ଆସିଥାଏ ତ କେବେ ଆସିନଥାଏ । ଆଉ ଏବେର ଡିଜିଟାଲ ଜମାନାରେ ଟ୍ୱିଟର ଆକାଉଣ୍ଟରେ ଏକ ଚିଠି ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି । ଯାହାକୁ କି ଜଣେ ଆଇଏଏସ ଅଧିକାରୀ ସେୟାର କରିଛନ୍ତି । ଯାହାକୁ ପଢି ଯେ କେହି ବି ହସି ହସି ଗଡିଯାଉଛନ୍ତି । ତେବେ ଆସନ୍ତୁ ଦେଖିବା ଏମିତି କଣ ଲେଖାଯାଇଛି ଏହି ଚିଠିରେ ।

ଆଇଏଏସ ଅଧିକାରୀ ଅର୍ପିତ ବର୍ମା ସେୟାର କରିଥିବା ଏହି ଚିଠିରେ ମଜାଳିଆ ଅନ୍ଦାଜରେ ଲେଖାଯାଇଛିକି, ସେବାରେ…..ଶ୍ରୀମାନ ମାସବ….ମାଧ୍ୟମିକ ପାଠଶାଲା ବୁନ୍ଦେଲଖଣ୍ଡ, ମହାନୁଭବ । ଦୁଇ ଦିନ ହେବ ମୋତେ ଖୁବ ଜୋରରେ ଜ୍ୱର ହୋଇଛି । ଏହାବାଦ ନାକରୁ ବୋହୁଛି । ଖୁବ ଜରରେ ଥର ଥର ହୋଇ ମୁଁ ଆଜି ସ୍କୁଲ ଯାଇପାରୁନାହିଁ । ତେଣୁ ନିବେଦନ କରୁଛିକି ମୋତେ ଦୁଇ ଦିନ ପାଇଁ ଛୁଟି ଦେଲେ ଖୁବ ଭଲ ହେବ । ଯଦି ବି ସ୍କୁଲ ବନ୍ଦ ହୋଇଯାଏ ତେବେ କଣ ସ୍କୁଲ ବନ୍ଦ ହୋଇଯିବ । ଆପଣଙ୍କ ଆଜ୍ଞାକାରୀ ଶିଷ୍ୟ….. କଲୁଆ ।

ଯେବେ ଟ୍ୱିଟରରେ ଲୋକେ ଏହାକୁ ପଢିଥିଲେ ତାଙ୍କୁ ବି ଖୁବ ମଜା ଆସିଯାଇଥିଲା ଆଉ ସେମାନେ ହସି ହସି ଗଡିଯାଇଥିଲେ । ୟୁଜର ମାନେ ବି ଦମଦାର ଟ୍ୱିଟ କରିଥିଲେ । ଜଣେ ୟୁଜରତ ଏମିତି ବି ଲେଖିଛନ୍ତି….ଟିଚର: କଲୁଆ…..କାଲି ସ୍କୁଲ କାହିଁକି ଆସି ନଥିଲେ ??? ସ୍କୁଲ ଆସିନଥିଲେ ବୋଲି କଣ ଆଜି ଆଇଏଏସ ଚୌକିରେ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.