Below header

ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଓଡିଶାର ପୁଅ ଅମନ, ‘କିପ ଅପ’ରେ କଲେ ଦୁଇ ଦୁଇଟି ରେକର୍ଡ

ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ମଣିଷକୁ ଦେଇଥାଏ ସଫଳତା । ସେଭଳି କଠୋର ପରିଶ୍ରମ କରି ଅମନଙ୍କୁ ମିଳିଛି ସଫଳତା । ଗତ ୮ ତାରିଖରେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡସ ରେ ସ୍ଥାନ ପାଇଛନ୍ତି ଅମନ । ‘କିପ ଅପ’ ରେ ଏକାକାଳୀନ ଦୁଇ ଦୁଇଟି ରେକର୍ଡ ନିଜ ନାଁ ରେ କରି ପାରିବାରେ ସେ ସଫଳ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.