ଏସୀୟ କ୍ରୀଡ଼ା ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ : ଜାକର୍ତ୍ତା ଏସୀୟ କ୍ରୀଡ଼ା ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ଜିତିଛି। ୩ୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଆଜି ପାକିସ୍ତାନକୁ ୨-୧ ଗୋଲରେ ହରାଇଛି ଭାରତୀୟ ଦଳ । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଏବଂ ଆକାଶଦୀପ ସିଂହ ଦୁଇଟି ଯାକ ଗୋଲ୍ ସ୍କୋର କରିଥିଲେ । ପାକିସ୍ତାନ ତରଫରୁ ଏକମାତ୍ର ଗୋଲ୍ ଦେଇଥିଲେ ମହମ୍ମଦ ଅଜିଜ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.