Below header

ରଣଜୀର ବଦଳିଲେ କୋଚ୍

ଭୁବନେଶ୍ବର(କେନ୍ଯୁଜ୍) :ବଦଳିଲେ ଓଡ଼ିଶା ରଣଜୀ ଟିମର ମୁଖ୍ୟ କୋଚ୍‌। ରଶ୍ମୀରଞ୍ଜନ ପରିଡା ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଦେବାଶିଷ ମହାନ୍ତିଙ୍କ ସ୍ଥାନରେ ରଶ୍ମୀ ରଞ୍ଜନ ପରିଡ଼ାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସେହିପରି କୁଳମଣି ବେହେରା ମୁଖ୍ୟ ଚୟନକର୍ତ୍ତା ହୋଇଛନ୍ତି । ଓଡ଼ିଶା ରଣଜୀ ଟିମ୍‌ର ମୁଖ୍ୟ କୋଚ୍‌ ଥିବା ଦେବାଶିଷ ମହାନ୍ତି, ଜାତୀୟ ଜୁନିଅର କ୍ରିକେଟ ଦଳର ଚୟନ କର୍ତ୍ତା ନିଯୁକ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.