ରାଜସ୍ଥାନକୁ ୮ ଓ୍ଵିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲସ୍

କେନ୍ୟୁଜ୍: ରାଜସ୍ଥାନକୁ ୮ ଓ୍ଵିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲସ । ମିଚେଲ ମାର୍ସ ଓ ଡେଭିଡ ଓ୍ଵାର୍ଣ୍ଣରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ରାଜସ୍ଥାନକୁ ୮ ଓ୍ଵିକେଟରେ ହରାଇଲା ଦିଲ୍ଲୀ । ଏହି ବିଜୟ ଫଳରେ ପ୍ଲେ ଅଫ୍‌ ଦୌଡରେ ନିଜକୁ ରଖି ପାରିଛି ଦିଲ୍ଲୀ ।

ଷଷ୍ଠ ବିଜୟ ପରେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ରାଜସ୍ଥାନ ପଞ୍ଚମ ପରାଜୟ ପରେ ବି ୧୪ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି । ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ ହରାଇ ୧୬୦ ରନ କରିଥିଲା ରାଜସ୍ଥାନ । ଆର ଅଶ୍ୱିନ ୫୦ ଓ ପାଡିକଲ ୪୮ ରନ କରିଥିଲେ । ଜବାବରେ ମିଚେଲ ମାର୍ସ ୮୯ ଓ ଡେଭିଡ ଓ୍ଵାର୍ଣ୍ଣରଙ୍କ ୫୨ ରନ ବଳରେ ୨ ଓ୍ଵିକେଟରେ ମ୍ୟାଚ ଜିତିନେଇଥିଲା ଦିଲ୍ଲୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.