କେନ୍ୟୁଜ୍(ବ୍ୟୁରୋ): ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରି-୨ରେ ଦୂତି ଚାନ୍ଦଙ୍କୁ ସ୍ୱର୍ଣ୍ଣ। ଶହେ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିଛନ୍ତି ଦୂତି ଚାନ୍ଦ। ୧୧.୪୪ ସେକେଣ୍ଡରେ ସେ ଶହେ ମିଟର ଅତିକ୍ରମ କରିଛନ୍ତି । ଗ୍ରାଁ ପ୍ରିର ଫାଷ୍ଟ ଲେଗ୍ରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ଦୂତି। ସେତେବେଳେ ସେ ୧୧.୫୧ ସେକେଣ୍ଡ ସମୟ ନେଇଥିଲେ। ଏଥର ତାଙ୍କର ଦୌଡ଼ରେ ଉନ୍ନତି ଆସିଛି। କିନ୍ତୁ ଅଲମ୍ପିକ୍ସ କ୍ୱାଲିଫାଏ ଏଣ୍ଟ୍ରି ମାର୍କ ରହିଛି ୧୧. ୧୫ ସେକେଣ୍ଡ।
Congratulate #MyLoveableKIITian Sprinter @DuteeChand on winning gold in women’s 100 metre event by clocking 11.44 sec in Indian Grand Prix 2 at Patiala. 👍💪 pic.twitter.com/kwU999eBjA
— Achyuta Samanta (@achyuta_samanta) February 25, 2021