ସେମିଫାଇନାଲରେ ନିଜର ସ୍ଥିତି ପକ୍କା କଲା ଜର୍ମାନୀ, ପେନାଲଟି ସୁଟ ଆଉଟରେ ସ୍ପେନକୁ ୩-୧ ରେ ହରାଇଲା

କେନ୍ଯୁଜ୍: FIH Junior Men’s Hockey World cup ସେମିଫାଇନାଲରେ ନିଜର ସ୍ଥିତି ପକ୍କା କଲା ଜର୍ମାନୀ। ପେନାଲଟି ସୁଟ ଆଉଟରେ ସ୍ପେନକୁ ୩-୧ ରେ ହରାଇ ଜର୍ମାନୀ ପ୍ରଥମ ଦଳ ହିସାବରେ ସେମିଫାଇନାଲରେ ପହଁଚିଲା। ପ୍ରଥମେ ମ୍ୟାଚର ୪ ଟି କ୍ଵାଟର ୨-୨ ଗୋଲରେ ବରାବର ରହିଥିବା ବେଳେ ପେନାଲଟି ସୁଟ ଆଉଟରେ ଏହି ମ୍ୟାଚ ଜିତି ସେମିଫାଇନାଲରେ ଜର୍ମାନୀ।

ଦ୍ଵିତୀୟ କ୍ଵାଟର ଫାଇନାଲରେ ଆର୍ଜେଣ୍ଟିନା ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ଆଜି ଦିନର ଶେଷ ମ୍ୟାଚରେ ଭାରତ ଓ ବେଲଜିୟମ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.