ICC T20 World Cup 2020 : ଜାଣନ୍ତୁ କେବେ, କେଉଁଠି ଏବଂ କାହା ସହିତ ଖେଳିବ ଭାରତ

ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ICC) ଆଇସିସି ଟି-୨୦ ବିଶ୍ବ କପ୍ ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ଖେଳା ଯିବ। ମହିଳା ଏବଂ ପୁରୁଷ ଦୁଇଟି ବର୍ଗର ମୁକାବିଲା ହେବ ଅଷ୍ଟ୍ରେଲିଆରେ। ଏହାର କ୍ରୀଡ଼ାସୂଚୀ ଜାରି ହୋଇଛି । ଏଥର ଏକ ସ୍ବତନ୍ତ୍ର କଥା ହେଉଛି ଯେ ୨୦୧୧ ମସିହା ପରେ ପ୍ରଥମ ଥର ଗ୍ରୁପପ୍ପର୍ଯ୍ୟାୟରେ ଏସିଆର ଦୁଇ ବୃହତ୍‌ କ୍ରିକେଟ ଦେଶ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ମୁକାବିଲା ହେବ ନାହିଁ। ଅବଶ୍ୟ ଚଳିତ ବର୍ଷ ମେ-ଜୁନରେ ହେବାକୁ ଥିବା ବିଶ୍ବକପ ଟିମ ଲିଗ ଷ୍ଟେଜରେ ମୁହାଁମୁହିଁ ହେବେ। ୨୦୨୦ ମସିହା ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ମହିଳା ବିଶ୍ବ କପ୍ ଆୟୋଜିତ ହେବ। ଏହା ପରେ ୨୦୨୦ ୧୮ ଆକ୍ଟୋବରରୁ ୧୫ ନଭେମ୍ବର ମଧ୍ୟରେ ପୁରୁଷ ବିଶ୍ୱ କପ୍ ଖେଳାଯିବ।
ଭାରତୀୟ ମହିଳା ଟିମ ଫେବ୍ରୁଆରୀ ୨୧ରେ ତାର ପ୍ରଥମ ମ୍ୟାଚ୍‌ ଆୟୋଜକ ଅଷ୍ଟ୍ରେଲିଆ ସହିତ ଖେଳିବ। ସେହିଭଳି ପୁରୁଷ ଟିମର ପ୍ରଥମ ମୁକାବିଲା ଦକ୍ଷିଣ ଆଫ୍ରିକା ସହିତ ଅକ୍ଟୋବର ୨୧ ରେ ହେବ।

WORLD CUP

ଟି-୨୦ ବିଶ୍ବ କପ୍ ୨୦୨୦ର ସୂଚୀ, ଜାଣନ୍ତୁ କେବେ ଏବଂ କେଉଁଠି ହେବ ମ୍ୟାଚ

ଆଇସିସି ପୁରୁଷ ୨୦୨୦ ଟି-୨୦

ଆକ୍ଟୋବର ୨୪– ଭାରତ-ଦକ୍ଷିଣ ଆଫ୍ରିକା (ପର୍ଥ )

ଅକ୍ଟୋବର ୨୯ – ଭାରତ- କ୍ବାଲିଫାୟର (ମେଲବର୍ଣ୍ଣ)

ନଭେମ୍ବର ୧– ଭାରତ-ଇଂଲଣ୍ଡ (ମେଲବର୍ଣ୍ଣ )

ନଭେମ୍ବର ୫– ଭାରତ-କ୍ବାଲିଫାୟର (ଏଡିଲେଡ)

ନଭେମ୍ବର ୮-ଭାରତ-ଆଫଗାନିସ୍ତାନ (ସିଡନୀ)

ସେମିଫାଇନାଲ

ନଭେମ୍ବର ୧୧– ପ୍ରଥମ ସେମିଫାଇନାଲ (ସିଡନୀ କ୍ରିକେଟ ଗ୍ରାଉଣ୍ଡ)

ନଭେମ୍ବର ୧୨– ଦ୍ୱିତୀୟ ସେମିଫାଇନାଲ (ଏଡିଲେଡ)

ଫାଇନାଲ

ନଭେମ୍ବର ୧୫– ଫାଇନାଲ (ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ)

ଗୃପ-୧

ପାକିସ୍ତାନ,ଅଷ୍ଟ୍ରେଲିଆ,ନ୍ୟୁଜିଲାଣ୍ଡ,ୱେଷ୍ଟଇଣ୍ଡିଜ୍,କ୍ବାଲିଫାୟର,କ୍ବାଲିଫାୟର

ଗୃପ-୨

ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, କ୍ବାଲିଫାୟର, କ୍ବାଲିଫାୟର

VIRAT

ଆଇସିସି ମହିଳା ଟି୨୦ ବିଶ୍ବ କପ୍ରେ ଭାରତ ମହିଳା ଦଳର ସୂଚୀ

ଫେବୃଆରୀ ୨୧ – ଅଷ୍ଟ୍ରେଲିଆ-ଭାରତ (ସିଡନୀ ଶୋ ଗ୍ରାଉଣ୍ଡ)

ଫେବୃଆରୀ ୨୪– ଭାରତ-କ୍ବାଲିଫାୟର (ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ)

ଫେବୃଆରୀ ୨୭ – ଭାରତ-ନ୍ୟୁଜିଲାଣ୍ଡ (ଜଙ୍କସନ ଓବଲ)

ଫେବୃଆରୀ ୨୯ – ଭାରତ-ଶ୍ରୀଲଙ୍କା (ଜଙ୍କସନ ଓବଲ)

ସେମିଫାଇନାଲ

ମାର୍ଚ୍ଚ-୫ (ସିଡନୀ ଶୋ ଗ୍ରାଉଣ୍ଡ)

ମାର୍ଚ୍ଚ-୫ (ସିଡନୀ ଶୋ ଗ୍ରାଉଣ୍ଡ)

ଫାଇନାଲ

ମାର୍ଚ୍ଚ-୮ (ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ)

ଗୃପ A

ଅଷ୍ଟ୍ରେଲିଆ ( ଡିଫେଣ୍ଡିଙ୍ଗ ଚାମ୍ପିଅନ୍‌ ଏବଂ ୪ ଥରର ବିଜେତା-୨୦୧୦, ୨୦୧୨, ୨୦୧୪, ୨୦୧୮), ନ୍ୟୁଜିଲାଣ୍ଡ, ଭାରତ, ଶ୍ରୀଲଙ୍କା,କ୍ବାଲିଫାୟର-୧।

ଗୃପ B

ଇଂଲଣ୍ଡ (୨୦୦୯ର ଚାମ୍ପିଅନ୍‌), ୱେଷ୍ଟଇଣ୍ଡିଜ (୨୦୧୬ ଚାମ୍ପିଅନ୍‌), ଦକ୍ଷିଣ ଆଫ୍ରିକା, ପାକିସ୍ତାନ, କ୍ବାଲିଫାୟର-୨ ।

WOMEN ICC T-20

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.