Below header

ଲକଡାଉନରେ ଘରେ ରହି ଏହି କାମ କରୁଛନ୍ତି ଯଶପ୍ରୀତ ବୁମରାହ, ଭିଡିଓ ସେୟାର କରି କହିଲେ, ମୋତେ ଦେଖି ମାଆ ବହୁତ ଖୁସି

କରୋନା ଲକଡାଉନରେ ଭାରତୀୟ କ୍ରିକେଟରମାନେ ଘରେ ରହି ନିଜ ଫିଟନେସ ପ୍ରତି ଗୁରୁତ୍ୱ ଦେଉଥିବା ବେଳେ କେହି କେହି ପରିବାର ସହିତ ମସ୍ତିଭରା ସମୟ ବିତାଉଛନ୍ତି। ତେବେ ଏହାରି ଭିତରେ ଯଶପ୍ରୀତ ବୁମରାହଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଯଶପ୍ରୀତ ଘର କାମରେ ସାହାଯ୍ୟ କରୁଥିବା ନଜର ଆସୁଛନ୍ତି । ସେ ଏହି ଭିଡିଓକୁ ଟୁଇଟରରେ ସେୟାର କରିଛନ୍ତି ।

ଭିଡିଓ ପୋଷ୍ଟ କରି ସେ କ୍ୟାପସନ ଲେଖିଛନ୍ତି ଯେ ମୋ ବଦଳିଥିବା ଭୂମିକା ଏବେ ଘର ସଫା କରୁଛି । ଏଥିରେ ମୋ ମାଆ ବହୁତ ଖୁସି ଅଛନ୍ତି । (ଧ୍ୟାନ ଦିଅନ୍ତୁ : ଏ ସବୁ କାମ ମୋତେ ଆଉଥରେ ଚପଲ ପିନ୍ଧି କରିବାକୁ ପଡିଲା) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.