ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ପାଇଁ ଭାରତୀୟ ଟିମ୍ ଘୋଷଣା, ଟିମରୁ ଫେରିଲେ ବୁମରା
ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ସିରିଜ ମଧ୍ୟରୁ ଆଉ ଗୋଟିଏ ବାକି ରହିଛି । ଏହି ସିରିଜର ଶେଷ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ଭାରତ ୩-୧ରେ ସିରିଜରେ ଆଗୁଆ ରହିଛି । ଏହାରି ମଧ୍ୟରେ ୫ମ ଟେଷ୍ଟ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଏହି ଟେଷ୍ଟ ମ୍ୟାଚ ପାଇଁ ଟିମକୁ ଷ୍ଟାର ଖେଳାଳି…