Browsing Tag

jasprit bumrah

ଆୟରଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବଦଳିପାରେ ଟିମ୍‌ ଇଣ୍ଡିଆ, ସିରିଜ କବଜା କରିବାକୁ ଓହ୍ଲାଇବ ବୁମରାଙ୍କ…

ଆଜି ଭାରତ-ଆୟରଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଦ୍ବିତୀୟ ଟି-୨୦ ମ୍ୟାଚ୍‌ । ଡବଲିନରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ମ୍ୟାଚ୍ ଜିତି ସିରିଜ ଆଗୁଆ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଶୁକ୍ରବାର ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି-୨୦କୁ ଡର୍କ ୱର୍ଥ ଲୁଇସ୍ ନିମୟ ଅନୁସାରେ…

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଉଡାଣ ଭରିଲେ ବୁମରା, ବିସିସିଆଇ ସେୟାର କଲା ଫଟୋ

ୱେଷ୍ଟଇଣ୍ଡିଜ ଠାରୁ ଟି-୨୦ ସିରିଜ ହାରିବା ପରେ ଟିମ୍‌ ଇଣ୍ଡିଆ ଆୟରଲାଣ୍ଡ ଗସ୍ତ କରିଛି । ଆୟରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଇଣ୍ଡିଆ । ଆଉ ଏଥର ଟିମର ଦାୟିତ୍ୱ ନେଇଛନ୍ତି ଜସପ୍ରୀତ ବୁମରା । ବୁମରା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆୟରଲାଣ୍ଡ ପାଇଁ ଉଡାଣ…

ବୁମରାଙ୍କୁ ଲାଗିଲା ବଡ ଝଟକା, ବିନା କୋଚରେ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଖେଳିବ ଭାରତ

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ ରହିଛି ଟିମ୍‌ ଇଣ୍ଡିଆ । ଆଉ ୫ ଦିନ ପରେ ଖେଳ ହେବାକୁ ଥିବା ବେଳେ ଟିମ ଇଣ୍ଡିଆର ଟେନସନ ବଢିଯାଇଛି । ଆୟରଲାଣ୍ଡ ବିପକ୍ଷ ସିରିଜ ପାଇଁ ଟିମର କୋଚ ଦାୟିତ୍ୱ ଭିଭିଏସ ଲକ୍ଷ୍ମଣକୁ ଦିଆଯାଇଥିଲା । କିନ୍ତୁ ଏବେ ଖବର ମୁତାବକ, ଲକ୍ଷ୍ମଣ ଟିମ…

ଆୟରଲାଣ୍ଡ ବିପକ୍ଷ ଟି ୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ; ବୁମରା ଅଧିନାୟକ, ଋତୁରାଜ ଉପଅଧିନାୟକ

ଆୟରଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ଆଉ ଏଥିରେ ଟିମର ଦାୟିତ୍ୱ ନେବେ ଯଶପ୍ରୀତ ବୁମରା । ଆଉ ଉପଅଧିନାୟକ ପଦ ଋତୁରାଜ ଗାୟକଓ୍ଵାଡଙ୍କୁ ମିଳିଛି । ଅଗଷ୍ଟ ୧୮ରେ ଡବଲିନରେ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜରେ ପାଇଁ ନୂଆ ଅଧିନାୟକ…

ବୁମରାଙ୍କ ଆଘାତ ଜନିତ ସମସ୍ୟା ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ଚିନ୍ତାରେ, ଆଇପିଏଲରୁ ବାଦ୍‌ ପଡିପାରନ୍ତି ବୁମରା !

ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମରାଙ୍କ ପିଛା ଛାଡୁନି ସମସ୍ୟା । ତାଙ୍କର ପିଠି ଯନ୍ତ୍ରଣା ଏପର୍ଯ୍ୟନ୍ତ କମ୍‌ ହୋଇନାହିଁ । ଯାହା ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଏହାକୁ ନେଇ ଆଗାମୀ ଆଇପିଏଲ ସିଜିନରୁ ବୁମରା ବାଦ୍‌ ପଡିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । କେବଳ ସେତିକି ନୁହେଁ,…

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଜସପ୍ରୀତ ବୁମରା, BCCI ଜଣାଇଲା କାରଣ

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟକା । ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା । ବୁମରା ଟିମରେ ସ୍ଥାନ ପାଇବା ପାଇଁ ଫ୍ୟାନ୍ସ ଖୁସି ହୋଇଯାଇଥିଲେ । ହେଲେ ଏବେ ତାଙ୍କ ବାଦ୍‌ ପଡିବା ନେଇ ଫ୍ୟାନ୍ସ ନିରାଶ ରହିଛନ୍ତି । ଗତ…

ବୁମରା କେବଳ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଛନ୍ତି ଟି-୨୦ ବିଶ୍ୱକପରୁ ନୁହେଁ: ରାହୁଲ ଦ୍ରାବିଡ

ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମରା ପିଠିରେ ଆଘାତଜନିତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ରୁ ବାଦ୍ ପଡିଛନ୍ତି । କେବଳ ଦକ୍ଷିଣ ଆଫ୍ରିକା ସିରିଜ ନୁହେଁ ବରଂ ଟି-୨୦ ବିଶ୍ୱକପରୁ ବାଦ୍‌ ପଡିବା ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। ଏସବୁ ଚର୍ଚ୍ଚା ମଧ୍ୟରେ…

ଜସପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜକୁ ସୁଯୋଗ ଦେବାକୁ ନେଇ ବିସିସିଆଇ ଉପରେ ବର୍ଷିଲେ ଫ୍ୟାନ୍ସ, ଦେଲେ ଏମିତି…

ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ଜସପ୍ରୀତ ବୁମରା ଆହତଜନିତ କାରଣରୁ ସାଉଥ ଆଫ୍ରିକା ଏବଂ ଟି-୨୦ ସିରିଜରୁ ବାଦ୍‌ ପଡିଛନ୍ତି। ଆଉ ଏଥିପାଇଁ ଜସପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ଦେଇଛି ବିସିସିଆଇ। ମହମ୍ମଦ ସିରାଜଙ୍କ ବଦଳରେ ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରିଥାନ୍ତି।…

ଟି-୨୦ ବିଶ୍ୱକପରେ ବୁମରାଙ୍କ ସ୍ଥାନରେ ଖେଳିବେ ମହମ୍ମଦ ସିରାଜ, ବିସିସିଆଇ ନେଲା ନିଷ୍ପତ୍ତି

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ଆହତ କାରଣରୁ ଟି-୨୦ ବିଶ୍ୱକପ ୨୦୨୨ରୁ ବାଦ୍‌ ପଡିଛନ୍ତି। ଫଳରେ ଟିମ୍‌ ଇଣ୍ଡିଆକୁ ବଡ ଝଟକା ଲାଗିଛି। ଟି-୨୦ ବିଶ୍ୱକପ ସହିତ ସାଉଥ ଆଫ୍ରିକା ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି। ତେବେ ବୁମରାଙ୍କ ସ୍ଥାନରେ ବିସିସିଆଇ ମହମ୍ମଦ ସିରାଜଙ୍କୁ ଟିମରେ…

ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଆରୋନ ଫିଞ୍ଚ୍‌ଙ୍କୁ ଚକ୍‌ମା ଦେଲେ ଯଶପ୍ରୀତ୍‌ ବୁମ୍‌ରା,କିଛି ବୁଝିବା ଆଗାରୁ ଫିଞ୍ଚ୍‌…

ନାଗପୁରରେ ଚାଲିଥିବା ଭାରତ –ଅଷ୍ଟ୍ରେଲିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟ ମୁକୁଟ ପିନ୍ଧିଛି। ବର୍ଷା ଯୋଗୁଁ ବିଳମ୍ବ ହୋଇଥିବା ମ୍ୟାଚ୍‌ରେ ନିର୍ଦ୍ଧାରିତ ଓଭରରେ କଙ୍ଗାରୁ ଦଳ ୮ ଓଭରରେ ୯୦ ରନ ସଂଗ୍ରହ କରିଥିଲା। ଏପଟେ ରୋହିତ ବାହିନୀ ଏହି ଟାର୍ଗେଟକୁ ପିଛାକରି ୪ଟି ବଲ ପୂର୍ବରୁ…

Asia Cup ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ପିଠିରେ ଯନ୍ତ୍ରଣା ଯୋଗୁଁ ବାଦ୍‌ ପଡିଲେ ଯଶପ୍ରୀତ ବୁମରା

ଏସିଆ କପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ୧୫ ଜଣିଆ ଟିମକୁ ଫେରିଛନ୍ତି ବିରାଟ କୋହଲି ଓ କେଏଲ ରାହୁଲ । ହେଲେ ଟିମରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରା। ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବିଶ୍ରାମ ଦିଆଯାଇଛି । ବୁମରା ଗତ କିଛି ମ୍ୟାଚରେ…

ଓଃ କି ମାଡ ମାରିଲେ ବୁମରା ଏକାଥରେ ବିଶ୍ୱ ରେକର୍ଡ଼, ଗୋଟିଏ ଓଭରରେ ସଂଗ୍ରହ କଲେ ୩୫ ରନ୍‌

ଲଣ୍ଡନ : ବୋଲିଂରେ ତ ସେ କମାଲ ଦେଖାଉଛନ୍ତି ହେଲେ ଆଜି ବ୍ୟାଟିଂରେ ଯେଭଳି କାରନାମା କଲେ ସେଥିରେ ହୋଇଗଲା ବିଶ୍ୱ ରେକର୍ଡ଼ । ଆମେ କହୁଛୁ ଯଶପ୍ରୀତ ବୁମରାଙ୍କ କଥା । ଏଜବାଷ୍ଟନ ଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ରେ ବୁମରା ଗୋଟିଏ ଓଭରରେ ୩୫ ରନ୍‌ ସ୍କୋର କରି ସମସ୍ତଙ୍କୁ ଚମକାଇ…