Below header
Browsing Tag

jasprit bumrah

ବୁମରାଙ୍କ କୁନି ଫ୍ୟାନ୍‌, ପାଟି ଖୋଲୁନି ହେଲେ ଏମିତି ଡାକୁଛନ୍ତି: ଦେଖନ୍ତୁ ଭିଡିଓ

ବର୍ମିଂହାମର ଏଜବାଷ୍ଟନରେ କ୍ରିକେଟ ଗ୍ରାଉଣ୍ଡରେ ଚାଲିଛି ଇଂଲଣ୍ଡ ଏବଂ ଭାରତ ମଧ୍ୟ ଟେଷ୍ଟ ମ୍ୟାଚ। ଦୁଇଟିମ୍‌ ମଧ୍ୟରେ ଗତବର୍ଷର ୫ଟି ଟେଷ୍ଟ ସିରିଜ ମଧ୍ୟ ଗୋଟିଏ ବଳକା ମ୍ୟାଚ ରହିଥିଲା। ଯାହାକୁ ଏବେ ଖେଳାଯାଉଛି। ଟିମ୍‌ ଇଣ୍ଡିଆ ଏହି ସିରିଜକୁ ୨-୧ରେ ଜିତିଛି। ୧୫ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ…

ଆଜିଠୁ ଆରମ୍ଭ ହେଉଛି ପଞ୍ଚମ ଟେଷ୍ଟ, ୧୫ ବର୍ଷ ପରେ ଇତିହାସ ରଚିବାର ସୁଯୋଗ

ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଆଜିଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ପଞ୍ଚମ ଟେଷ୍ଟ । ଦୁଇ ଟିମ୍‌ ମଧ୍ୟରେ ଗତବର୍ଷର ୫ଟି ଟେଷ୍ଟ ସିରିଜ ମଧ୍ୟରୁ ଗୋଟିଏ ବଳକା ମ୍ୟାଚ ଖେଳାଯିବ। ଟିମ୍‌ ଇଣ୍ଡିଆ ଏହି ସିରିଜକୁ ୨-୧ ମ୍ୟାଚରେ ଜିତିଛି। ଏମିତିରେ ଟିମ୍‌ ଇଣ୍ଡିଆ…

ରୋହିତ ଶର୍ମାଙ୍କ ସ୍ଥାନରେ ଯଶପ୍ରୀତ ବୁମରା ହେଲେ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ

ମୁମ୍ବାଇ : ପେସ୍‌ ବୋଲର ଯଶପ୍ରୀତ ବୁମରା ହେଲେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ । ରୋହିତ ଶର୍ମା କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବାରୁ ସେ ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନ ଟେଷ୍ଟରେ ଖେଳିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ବୁମରା ଦଳର ନେତୃତ୍ୱ ନେବେ । ଏହି ଘୋଷଣା କରିଛି ବିସିସିଆଇ ।…

ସ୍ତ୍ରୀକୁ ମିସ୍‌ କରୁଛନ୍ତି ବୁମରା, ଫଟୋ ସେୟାର କରି କହିଲେ ‘ପ୍ଲିଜ୍‌ ଜଲଦି ଫେରିଆସ’

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ୍‌ ଖେଳିବେ। ମୁମ୍ବାଇ ଇଣ୍ଡିଆନ୍ସ ସହିତ ଆଇପିଏଲ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ବୁମରାଙ୍କ ମନ ପତ୍ନୀ ସଞ୍ଜନାଙ୍କ ପାଖରେ ରହିଛି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ଏବେ ନ୍ୟୁଜିଲାଣ୍ଡରେ ରହିଛନ୍ତି।…

ଜସପ୍ରୀତ ବୁମରାଙ୍କ ଆକ୍ସନକୁ ନକଲ କରି ସାଥି ଖେଳାଳିଙ୍କୁ ହସେଇ ହସେଇ ବେଦମ କଲେ କୋହଲି, ଦେଖନ୍ତୁ ଭିଡିଓ

ବିରାଟ କୋହଲିଙ୍କୁ ମଇଦାନରେ ଆକ୍ରାତ୍ମକ ଅନ୍ଦାଜରେ ପ୍ୟାନ୍ସ ବେଶ ପସନ୍ଦ କରନ୍ତି । ବିରାଟ ମଇଦାନରେ ଯେତିକି ସିରିଅସ ନଜର ଆସିଥାନ୍ତି, ମଇଦାନ ବାହାରେ ସେତିକି ମଜାଳିଆ ମଧ୍ୟ। ଅନେକ ଥର ବିରାଟ କୋହଲିଙ୍କର ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ, ଯେଉଁଥିରେ ସେ ସାଥି ଖେଳାଳିଙ୍କ…

ବିସିସିଆଇ ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ: ଟପ୍‌ରେ ରୋହିତ, ବିରାଟ, ବୁମରା ଏବଂ ତଳକୁ ଖସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବିସିସିଆଇ ତରଫରୁ ଖେଳାଳିମାନଙ୍କର ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଜାରି ହୋଇଛି। ବିସିସିଆଇ ଚାରିଟି ଗ୍ରେଡ କରିଛି। ଯେଉଁଥିରେA+ ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ଏବଂ ଏ, ବି, ସି ଖେଳାଳିଙ୍କୁ ଯଥାକ୍ରମେ ୫ କୋଟି, ୩ କୋଟି, କୋଟିଏ ଟଙ୍କା ମିଳିବ। ଏହି ତାଲିକାରେ A+ ରେ…

ଟିମ୍‌ ଇଣ୍ଡିଆକୁ ମିଳିଲା ନୂଆ ଟେଷ୍ଟ କ୍ୟାପ୍‌ଟେନ୍‌ : ରୋହିତ ଅଧିନାୟକ, ବୁମରା ଉପଅଧିନାୟକ ଭାବେ ନିଯୁକ୍ତ

ଟିମ୍‌ ଇଣ୍ଡିଆ ଓ୍ଵେଷ୍ଟଇଣ୍ଡିଜ ପରେ ଶ୍ରୀଲଙ୍କା ସହିତ ଖେଳିବ। ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ଦିନିକିଆ, ଟି-୨୦ ଏବଂ ଟେଷ୍ଟ ସିରିଜ ଖେଳିବ। ଏହି ସିରିଜ ପାଇଁ ଭାରତକୁ ନୂଆ ଟେଷ୍ଟ ଅଧିନାୟକ ମିଳିଛି। ବିସିସିଆଇ ରୋହିତ ଶର୍ମାଙ୍କୁ ଟେଷ୍ଟ ଅଧିନାୟକ ଭାବେ ଘୋଷଣା କରିଛି। ବିରାଟ…

ଅଧିନାୟକ ହେଲେ ଖୁସି ହେବି : ଯଶପ୍ରୀତ ବୁମରା

ମୁମ୍ବାଇ: ଏବେ ଚାରିଆଡେ ଗୋଟିଏ ଚର୍ଚ୍ଚା । ଟେଷ୍ଟ ଟିମର ନୂଆ ଅଧିନାୟକକୁ ନେଇ । ବିରାଟ କୋହଲି କ୍ୟାପଟେନ ପଦ ଛାଡିବା ପରେ ଏବେ ଏ ଚର୍ଚ୍ଚା ଜୋର ଧରୁଛି । ବିରାଟ ପଦ ଛାଡିବାର ଦୁଇ ଦିନ ପରେ ବସିସିଆଇ ଦଳର ସିନିୟର ବୋଲର ଯଶପ୍ରୀତ ବମରାଙ୍କ ଏକ ଭିଡଓ ଟ୍ଵିଟରରେ ପୋଷ୍ଠ କରିଛି । ଯେଉଁଥିରେ…

ଭାରତ-ନ୍ୟୁଜିଲାଣ୍ଡ WTC ଫାଇନାଲରେ ଯଶପ୍ରୀତ ବୁମ୍‌ରାହ କଲେ ବଡ଼ ଭୁଲ, ଅଲଗା ଜର୍ସି ପିନ୍ଧି ଓହ୍ଲାଇଲେ ପଡ଼ିଆକୁ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନ୍‌ରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ ସିପ୍‌ରେ ଭାରତୀୟ କ୍ରିକେଟର ଯଶପ୍ରୀତ ବୁମ୍‌ରାହ ଏକ ବଡ଼ ଭୁଲ କରିଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ଭାରତୀୟ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବା ବେଳେ ଯଶପ୍ରୀତ୍‌ ବୁମ୍‌ରାହ ଏକ…

କରୋନା ଟିକାର ପ୍ରଥମ ଡୋଜ୍ ନେଲେ ଯଶପ୍ରୀତ ବୁମରାହ ଓ ସ୍ମୃତି ମନ୍ଦାନା

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଓ ମହିଳା ଟିମର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଦାନା କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେହିପରି କ୍ରିକେଟର ଦିନେଶ କାର୍ତ୍ତିକ ମଧ୍ୟ କରୋନା ଟିକା ନେଇଛନ୍ତି। ଏହି ୩ ଖେଳାଳି ନିଜ ନିଜ ସୋସିଆଲ ମିଡିଆରେ ଫଟୋ ସେୟାର କରି ଅନ୍ୟମାନଙ୍କୁ…

କୌଣସି ହିରୋଇନଙ୍କ ଠାରୁ କମ୍ ନୁହନ୍ତି ବୁମରାହଙ୍କ ପତ୍ନୀ, ପୂର୍ବରୁ ଜିତି ସାରିଛନ୍ତି ମିସ୍ ଇଣ୍ଡିଆ ଟାଇଟଲ

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ସୋମବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବୁମରାହ ଟିଭି ଆଙ୍କର ସଞ୍ଜନା ଗଣେଶନଙ୍କ ସହିତ ସାତଫେରା ନେଇଛନ୍ତି। ଉଭୟ କେବଳ ପରିବାର ଲୋକ ଏବଂ କମ୍ ଅତିଥିଙ୍କ ଉପସ୍ଥିତିରେ ପରସ୍ପରର ହାତ ଧରିଛନ୍ତି । ବୁମରାହ କ୍ରିକେଟ ଦୁନିଆରେ…

ଖୁବ୍‌ଶୀଘ୍ର ବିବାହ କରୁଛନ୍ତି ୟଶପ୍ରୀତ ବୁମ୍‌ରାହ, ଜାଣନ୍ତୁ କିଏ ସେହି ଲକି ଗାର୍ଲ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଦ୍ରୁତ ବୋଲର ୟଶପ୍ରୀତ ବୁମ୍‌ରାହ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ, ସେ ମଡେଲ ତଥା ସ୍ପୋର୍ଟସ୍‌ ଆଙ୍କର ସଞ୍ଜନା ଗଣେଶନ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ମାତ୍ର ଏବେ ଯାଏଁ ଉଭୟେ ଅଫିସିଆଲି ଏନେଇ କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ…