Below header

ଦମଦାର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍

କେନ୍ୟୁଜ: ଦମଦାର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି ଦଳ । କୋଲକାତା ନାଇଟ ରାଇଡର୍ସକୁ ୭୫ ରନରେ ପରାସ୍ତ କରିଛି ଲକ୍ଷ୍ନୌ । ପ୍ଲେ ଅଫ୍‌ରୁ ବାଦ ପଡିଲା କୋଲକାତା ।

ଲକ୍ଷ୍ନୌ ପ୍ରଥମ ବ୍ୟାଟିଂ କରି ୭ ଓ୍ଵିକେଟରେ ୧୭୬ ରନ କରିଥିଲା । ଡି କକ୍‌ ୫୦ ରନ କରିଥିବା ବେଳେ ଦୀପକ ହୁଡା ୪୧ ରନ କରିଥିଲେ । ଜବାବରେ କୋଲକାତା ୧୪.୩ ଓଭରରେ ୧୦୧ ରନରେ ଅଲଆଉଟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.