କାହାରି ମନେ ପଡ଼ିଲାନି ଋଷଭ ପନ୍ତଙ୍କ ରେକର୍ଡ଼

ମୁମ୍ବାଇ : ଓଭାଲରେ ଭାରତୀୟ ଦଳ ଘରୋଇ ଇଂଲଣ୍ଡ ଠାରୁ ପଞ୍ଚମ ତଥା ଶେଷ ଟେଷ୍ଟ ୧୧୮ ରନରେ ହାରିଗଲା । ତେବେ ଦଳ ୧-୪ରେ ସିରିଜ୍ ପରାଜୟ ଭିତରେ ସମସ୍ତେ ଭୁଲି ଗଲେ ୱିକେଟ କିପର ଋଷଭ ପନ୍ତ ଗୋଟିଏ ବିରଳ ରେକର୍ଡ଼ କରିଛନ୍ତି ବୋଲି । ପନ୍ତ ସିରିଜ୍ର ଶେଷ ଇନିଂସରେ ଶତକ କରିଥିଲେ । ଚତୁର୍ଥ ଇନିଂସରେ ଶତକ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟ ରକ୍ଷକ । ପୂର୍ବରୁ ଏହି ଇଂଲଣ୍ଡ ବିପକ୍ଷରେ ୨୦୦୭ରେ ଧୋନି କରିଥିଲେ ସର୍ବାଧିକ ୭୬ ରନ୍ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.