Below header

ବଢ଼ିଲା ପାକ୍ କ୍ରିକେଟରଙ୍କ ପାଉଣା

ଲାହୋର : ପାକିସ୍ତାନ କ୍ରିକେଟ୍ ଖେଳାଳିଙ୍କ ପାଉଣା ବଢ଼ିଛି । ସେମାନେ ପାଉଥିବା ପାଉଣାରେ ୨୫ରୁ ୩୦ ପ୍ରତିଶତ ବୃଦ୍ଧି ଘଟିଛି । ଆଗାମୀ ତିନି ବର୍ଷ ପାଇଁ ହୋଇଥିବା ଚୁକ୍ତି ଅନୁଯାୟୀ ଖେଳାଳିମାନେ ଏହି ନୂଆ ପାଉଣା ପାଇବେ । ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଗ୍ରେଡେସନ୍ କରାଯାଇ ଖେଳାଳିମାନଙ୍କ ପାଉଣା ବଢ଼ା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.