କ୍ରିକେଟ ଫ୍ୟାନଙ୍କ ପାଇଁ ଦୁଃଖ ଖବର,ପଞ୍ଜାବ କିଙ୍ଗସ୍‌ ଇଲେଭେନ୍‌ କ୍ୟାପଟେନ ହସପିଟାଲରେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ):  କ୍ରିକେଟ ଫ୍ୟାନଙ୍କ ପାଇଁ ଦୁଃଖଦ ଖବର । ପଞ୍ଜାବ କିଙ୍ଗସ୍‌ ଇଲେଭେନ୍‌ କ୍ୟାପଟେନ ହସପିଟାଲରେ ଭର୍ତ୍ତି । ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା କରାଯାଉଛି । ରିପୋର୍ଟ ଅନୁସାରେ ତାଙ୍କର ଆପେଣ୍ଡିସାଇଟସ୍‌ ହୋଇଛି । ପଞ୍ଜାବ କିଙ୍ଗସ୍‌ ଟୁଇଟର ଆକାଉଣ୍ଟରେ ଏନେଇ ସୂଚନା ଦିଆଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ ନୁହେଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ରାହୁଲଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ଵାଲ ଅଧିନାୟକ ଦାୟିତ୍ତ୍ୱ ତୁଲାଉଛନ୍ତି ।.

 

Leave A Reply

Your email address will not be published.