Below header

ଫ୍ୟାଟ୍ ରୁ ଫିଟ୍ : ମାତ୍ର ୫ ମାସରେ ୨୨ କିଲୋ କମ୍ କଲେ ସାନିଆ ମିର୍ଜା

ମୁମ୍ବାଇ : ଆପଣ ଜଣେ ସାଧାରଣ ବ୍ୟକ୍ତି ହୁଅନ୍ତୁ ବା ସେଲିବ୍ରେଟି ରାତିରାତି କାହାର ଓଜନ କମ କରିବା। ଏନେଇ କଠିନ ପରିଶ୍ରମ ଏବଂ ନିଷ୍ଠାର ଆବଶ୍ୟକତା ପଡିଥାଏ। ସେହିଭଳି ଏବେ ଲୋକଙ୍କ ନିକଟରେ ଉଦାହରଣ ପାଲଟିଛନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା। ସେ ମା ବନିଲା ପରେ ମାତ୍ର ୫ ମାସରେ କମ କରିଛନ୍ତି ୨୨ କିଲୋ ଓଜନ।

sania

ଗର୍ଭବତୀ ସମୟରେ ସାନିଆଙ୍କର ଖୁବ ଓଜନ ବଢ଼ିଯାଇଥିଲା। ଏପରିକି ସେ କୌଣସି ସାଧାରଣ କାମ କରିବାକୁ ମଧ୍ୟ ସେ କୁଣ୍ଠା ବୋଧ କରୁଥିଲେ। ମା ହେବା ପରେ ସାନିଆଙ୍କ ଓଜନ ୮୯ କିଲୋ ରହିଥିବା ବେଳେ ଏବେ ତାହାକୁ କମ କରି ସେ ମାତ୍ର ୫ ମାସରେ ୬୭ କିଲୋରେ ପହଞ୍ଚିଛନ୍ତି।

sania-

ଏନେଇ ଏବେ ସାନିଆ ସମସ୍ତ ମା ମାନଙ୍କୁ ଆନୁପ୍ରାଣିତ କରିଥିବା ବେଳେ କୁ ଟ୍ରେଣ୍ଡ କରୁଛନ୍ତି। ଏହା ପଛରେ କାରଣ ସେ କହିଛନ୍ତି, ସମସ୍ତ ମା ନିଜକୁ ଫିଟ ରଖିପାରିବେ। ଏପରି ନୁହଁ କି ଗର୍ଭଧାରଣ ପରେ ଆପଣଙ୍କ ଜୀବନ ଶେଷ ହୋଇଯାଉଛି। ବାସ୍ତବରେ ଏହାପରେ ଆପଣଙ୍କ ପକ୍ରୁତ ଜୀବନ ଆରମ୍ଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.