ମହିଳା ହକି ବିଶ୍ୱକପରୁ ଭାରତୀୟ ଦଳର ବିଦାୟ

ନୁଆଦିଲ୍ଲୀ : ମହିଳା ହକି ବିଶ୍ୱକପରୁ ଭାରତୀୟ ଦଳର ବିଦାୟ । ସୁଟଆଉଟରେ ହାରି କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି ଟିମ୍ ଇଣ୍ଡିଆ । ଫଳରେ ୮ ବର୍ଷ ପରେ ବିଶ୍ୱକପ୍ ଖେଳିଥିବା ଭାରତୀୟ ହକି ଦଳର ସ୍ୱପ୍ନ ଭାଙ୍ଗି ଚୁରୁମାର ହୋଇଯାଇଛି । ଭାରତକୁ ସୁଟ୍ଆଉଟରେ ୩-୧ରେ ହରାଇ ଆୟର୍ଲାଣ୍ଡ ସେମିଫାଇନାଲରେ ପହଞ୍ଚିଛି । ଲିଗ୍ ପର୍ୟ୍ୟାୟରେ ମଧ୍ୟ ଆୟର୍ଲାଣ୍ଡ ଠାରୁ ହାରିଥିଲା ଭାରତ । ଏହି ପରାଜୟ ସହ ୪ ଓଡ଼ିଆ ଖେଳାଳିଙ୍କ ସ୍ୱପ୍ନ ମଧ୍ୟ ଅଧୁରା ରହିଯାଇଛି । ଆସନ୍ତାକାଲି ସେମିଫାଇନାଲରେ ଆୟର୍ଲାଣ୍ଡ ସ୍ପେନକୁ ଭେଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.