ମାଲକାନଗିରିରେ ଓଲଟିଲା ଟ୍ରାକ୍ଟର, ୩ ଜଣଙ୍କର ମୃତ୍ୟୁ

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଓଲଟିଲା ଟ୍ରାକ୍ଟର । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଏହି ଦୁର୍ଘଟଣା ହୋଇଥିଲା । ୭ ଜଣ ଗୁରୁତର ଅଛନ୍ତି । ସ୍ୱାଭିମାନ ଅଞ୍ଚଳ ବାଡପୁଟଠାରେ ଏହି ଦୁର୍ଘଟଣା ହୋଇଥିଲା । ଦଶାହ କ୍ରିୟା ସାରି ଫେରିବା ବାଟରେ ଭାରସାମ୍ୟ ହରାଇ ଓଲଟିଥିଲା ଟ୍ରାକ୍ଟର ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.