ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୧ ହଜାର ୬୨୭ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରୁ ଆଉ ୧୧ ହଜାର ୬୨୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ଏହି ସଂଖ୍ୟା ୫ ଲକ୍ଷ ୮୯ ହଜାର ୬୧୦ ଛୁଇଁଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୮୮ ଜଣ ଥିବା ବେଳେ ସୁନ୍ଦରଗଡରୁ ଅଛନ୍ତି ୮୭୮ ଜଣ । ୭୭୦ ନମ୍ବର ସହ ତୃତୀୟ ସ୍ଥାନରେ କଟକ ଥିବା ବେଳେ ତାପରକୁ ଅଛି ଅନୁଗୁଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.