ମାଲକାନଗିରି ଜିଲ୍ଲା ସୀମାନ୍ତରେ ଲାଗୁ ହୋଇଛି ୧୪୪ ଧାରା, ଲକ୍‌ ଡାଉନ୍‌ ନିୟମକୁ କଡ଼ାକଡ଼ି କରିବାକୁ ନିଆଯାଇଛି ଦୃଢ ପଦକ୍ଷେପ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ଲାଗୁ ହୋଇଛି ୧୪୪ ଧାରା । ଲକ୍‌ ଡାଉନ୍‌ ନିୟମକୁ କଡ଼ାକଡ଼ି କରିବାକୁ ଦୃଢ ପଦକ୍ଷେପ ନେଇଛି ଉଭୟ ମାଲକାନଗିରି ଓ ଛତିଶଗଡ଼ ପୋଲିସ । ମାଲକାନଗିରି ସୀମା ଛତିଶଗଡ଼ର ଝାପ୍ରାରେ ଉଭୟ ରାଜ୍ୟର ପୋଲିସ କଡ଼ା ପହରା ଦେଉଛନ୍ତି । ସୀମାନ୍ତରେ ମାଓବାଦୀଙ୍କ ପ୍ରଭାବ ଥିବାରୁ ଛତିଶଗଡ଼ ସୁକମା ଜିଲ୍ଲାର ଏସ୍‌ଟିଏଫ୍‌ ଓ ଡିଆର୍‌ଜି ଯବାନ ୨୪ ଘଣ୍ଟିଆ ପହରା ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.