Below header

ଗାଁ ବର ଗଛରୁ ଉଦ୍ଧାର ହେଲା ୧୭ ଫୁଟର ବିରାଟ ଅହିରାଜ ସାପ

ଢେଙ୍କାନାଳ ଦୀନବନ୍ଧୁପୁର ଗାଁର ଏକ ବର ଗଛରୁ ଏହି ୧୭ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି। ଗଛରେ ସାପଟି ଥିବା ଦେଖି ଗାଁଲୋକେ ସ୍ନେକ୍‌ ହେଲପ୍‌ ଲାଇନକୁ ଖବର ଦେଇଥିଲେ।

ଢେଙ୍କାନାଳ (କେନ୍ୟୁଜ): ବିରାଟ ଅହିରାଜ ଉଦ୍ଧାର। ଢେଙ୍କାନାଳ ଦୀନବନ୍ଧୁପୁର ଗାଁର ଏକ ବର ଗଛରୁ ଏହି ୧୭ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି। ଗଛରେ ସାପଟି ଥିବା ଦେଖି ଗାଁଲୋକେ ସ୍ନେକ୍‌ ହେଲପ୍‌ ଲାଇନକୁ ଖବର ଦେଇଥିଲେ। ଟିମ୍‌ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ପରେ ବନବିଭାଗ ଉପସ୍ଥିତିରେ ଅହିରାଜକୁ ନିକଟସ୍ଥ ଜଙ୍ଗଲରେ ଛାଡିଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.