Browsing Tag

king cobra rescued

ଗାଁ ବର ଗଛରୁ ଉଦ୍ଧାର ହେଲା ୧୭ ଫୁଟର ବିରାଟ ଅହିରାଜ ସାପ

ଢେଙ୍କାନାଳ (କେନ୍ୟୁଜ): ବିରାଟ ଅହିରାଜ ଉଦ୍ଧାର। ଢେଙ୍କାନାଳ ଦୀନବନ୍ଧୁପୁର ଗାଁର ଏକ ବର ଗଛରୁ ଏହି ୧୭ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି। ଗଛରେ ସାପଟି ଥିବା ଦେଖି ଗାଁଲୋକେ ସ୍ନେକ୍‌ ହେଲପ୍‌ ଲାଇନକୁ ଖବର ଦେଇଥିଲେ। ଟିମ୍‌ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ପରେ ବନବିଭାଗ…

ଝାଡ଼ା ଯିବା ବେଳେ ହଠାତ୍‌ ପାଇଖାନାରୁ ବାହାରିଲା କିଙ୍ଗ୍‌ କୋବ୍ରା, ଦେଖନ୍ତୁ ତା’ ପରର ଅବସ୍ଥା

ଅଜଗର ଓ କିଙ୍ଗ୍‌ କୋବ୍ରା ଭଳି ବିଷାକ୍ତ ସାପ ପ୍ରାୟତଃ ଜଙ୍ଗଲ କିମ୍ବା ସ୍ନେକ ହାଉସ୍‌ରେ ଦେଖିବାକୁ ମିଳିଥାନ୍ତି। ଗାଁରେ ବି ପ୍ରାୟତଃ ସାପ ଘରୁ ବାହାରିଥାନ୍ତି। କିନ୍ତୁ କେବେ ପାଇଖାନା ଟାଙ୍କିରୁ ସାପ ବାହାରୁଥିବା କଥା ଶୁଣିଛନ୍ତି କି? ବିଶ୍ୱାସ ଲାଗୁନଥିଲେ ବି କଥାଟି ସତ। ସତ ସତିକା…

ନଦୀବନ୍ଧ ରାସ୍ତାକଡରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର

ଯାଜପୁର(କେନ୍ୟୁଜ): ରାସ୍ତାକଡରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଇକରାପୁର ଗାଁ ନଦୀ ବନ୍ଧ ରାସ୍ତା କଡ଼ରୁ ଅଜଗର ସାପ ଉଦ୍ଧାର କରାଯାଇଛି । ନଦୀ ବନ୍ଧ ରାସ୍ତାରେ ଆଜି ସକାଳେ ସାପ ବୁଲୁଥିବା ସ୍ଥାନୀୟ ଲୋକ ଦେଖି ଭୟଭୀତ ହୋଇଥିଲେ । ଅଜଗରଟି କୌଣସି ଏକ…

ଏଡ଼େ ବଡ଼ ଅହିରାଜ ଆଗରୁ କେବେ ଦେଖିନଥିବେ! ୧୩ ଫୁଟିଆ ବିରାଟ ସାପକୁ ଧରିଲେ ବ୍ୟକ୍ତି

ସୋସିଆଲ ମିଡିଆରେ ପ୍ରାୟତଃ ଆମେ ଏମିତି ଅନେକ ଫଟୋ ଓ ଭିଡିଓ ଦେଖିଥାଉ, ଯାହା କଳ୍ପନା ବାହାରେ ଥାଏ। ବେଳେ ବେଳେ କିଛି ଜୀବଜନ୍ତୁଙ୍କ ଫଟୋ ଆଶ୍ଚର୍ଯ୍ୟ କରିଦିଏ ତ ଆଉ ବେଳେ ବେଳେ ମଣିଷର କାରନାମା ହତ ଚକିତ କରେ। ଏବେ ସୋସିଆଲ ମିଡିଆରେ ସେଭଳି ଏକ ସାପର ଫଟୋ ଖୁବ୍‌ ଭାଇରାଲ ହେଉଛି। ସାପର ଆକାର…

ପମ୍ପ ହାଉସରେ ଫଣା ଟେକି ବସିଥିଲା କୋବ୍ରା, ଉଦ୍ଧାର କରିବା ବେଳେ ବାନ୍ତି କଲା ବଡ଼ ଶିକାର; ଦେଖନ୍ତୁ ପୂରା ଦୃଶ୍ୟ

ପମ୍ପ ହାଉସରୁ ଉଦ୍ଧାର ହେଲା ବିରାଟ କୋବ୍ରା। ଉଦ୍ଧାରକାରୀ ଟିମ୍ ତାକୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପରେ ଏକ ବଡ଼ ଶିକାର ବାନ୍ତି କରିଛି ସାପଟି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଟୋଙ୍କ ଜିଲ୍ଲା ମୁଖ୍ୟାଳୟର ଧୌଲାଖେଡ଼ା ସ୍ଥିତ ବିସଲପୁର ପେୟଜଲ ପରିଯୋଜନାର ପମ୍ପ ହାଉସରେ।…

ଗଞ୍ଜାମ: ପାତ୍ରପୁର ଜୟନ୍ତୀପୁରରୁ ବିରାଟ ଅହିରାଜ ସାପ ଉଦ୍ଧାର

କେନ୍ୟୁଜ୍(ବ୍ୟୁରୋ): ୧୦ ଫୁଟର ଅହିରାଜ ସାପ ଉଦ୍ଧାର। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁରରୁ ଏହି ସାପ ଉଦ୍ଧାର ହୋଇଛି। ଗାଁର ହୃଷୀକେଶ ପାଣିଗ୍ରାହୀଙ୍କ ଘର ବାରିପଟେ ବିରାଟ ସାପକୁ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ…

ଘରେ ପଶିଥିଲା ବିରାଟକାୟ ଅହିରାଜ, ଉଦ୍ଧାର କରିବା ବେଳେ ଏମିତି କଲା ନୟାନ୍ତ; ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ମନ ଭିତରେ ଏକ ଅଜଣା ଭୟ ଜାତ ହୁଏ। ସାପ ଯଦି ବଡ଼ ଓ ଅଧିକ ବିଷଧର ହୋଇଥାଏ ତେବେ ତା ପାଖକୁ ଯିବାକୁ ସମସ୍ତେ ଭୟ କରନ୍ତି। କାରଣ ବିଷଧର ସାପ ଯୋଗୁ ଜୀବନ ଯିବାର ବି ଆଶଙ୍କା ଥାଏ। ତେବେ ଏବେ ସୋସିଆଲ ମିଡିଆରେ ଏକ ବିରାଟ ବଡ଼ କିଙ୍ଗ୍‌ କୋବ୍ରା ବା ଅହିରାଜକୁ ଧରୁଥିବା…

ବାଲେଶ୍ଵର: ଘର ବାରଣ୍ଡାରୁ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବାଲେଶ୍ଵର(କେନ୍ଯୁଜ୍): ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ଗଡସାହି ପଞ୍ଚାୟତ ଗଡସାହି ଗ୍ରାମରୁ ଏକ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଉକ୍ତ ଗ୍ରାମର ଉପେନ୍ଦ୍ର ପାତ୍ରଙ୍କ ବାସଭବନରେ ଅପରାହ୍ନ ୧ ଘଟିକା ସମୟରେ ଏକ ବିରାଟ ଅହିରାଜ ଘର ବାରଣ୍ଡାରେ ଥିବା କାଠ ଗଦାରେ…

ପୁରୀ: ଡେଲାଙ୍ଗ ମାଣିତ୍ରୀରୁ ୧୪ ଫୁଟର ଅଜଗର ସାପ ଉଦ୍ଧାର

ପୁରୀ(କେନ୍ୟୁଜ୍): ବିରାଟ ଅଜଗର ଉଦ୍ଧାର । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମାଣିତ୍ରୀରୁ ବିଶାଳ ଅଜଗରକୁ ଉଦ୍ଧାର କରାଯାଇଛି । ଅଜଗରର ଲମ୍ବ ପାଖାଫାଖି ୧୪ ଫୁଟ ହେବ । ସୂଚନା ଅନୁସାରେ ଗାଁ ନଈ ପଠାକୁ କିଛି ଲୋକ ଯାଇଥିବା ବେଳେ ଅଜଗରକୁ ଦେଖିଥିଲେ । ପରେ ବନ ବିଭାଗକୁ ଖବର ଦେଇଥିଲେ ଲୋକେ ।…

ବାଲେଶ୍ୱର: ଔପଦା ବ୍ଲକ ଢୋଲପୁର ଗାଁରୁ ୧୪ଫୁଟିଆ ଅହିରାଜ ସାପ ଉଦ୍ଧାର

ବାଲେଶ୍ୱର: ଭାଡି ତଳେ ଅହିରାଜ । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଢୋଲପୁର ଗାଁରୁ ଏକ ୧୪ଫୁଟିଆ ଅହିରାଜ ସାପ ଉଦ୍ଧାର କରାଯାଇଛି । ଢୋଲପୁର ଗାଁର ଅନ୍ତର‌୍ୟାମୀ ରାଉତଙ୍କ ଭାଡି ତଳୁ କାଠ ଆଣିବାକୁ ଗଲାବେଳେ ଏକ ବିରାଟ ଅହିରାଜ ଥିବା ଦେଖିଥିଲେ । ଏନେଇ ଅନ୍ତର୍ଯ୍ୟାମୀ ବନବିଭାଗକୁ ଖବର ଦେଇଥିଲେ…