ଝରକା କାଟି ୧୭ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଚୋର

୧୭ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ । ଝରକା କାଟି ଲୁଟିନେଲେ ସୁନା ଗହଣା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବଢେଇ ଭୋଳ ବଜାର ଅଞ୍ଚଳରୁ ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟ୍ ହୋଇଛି ।

କରଞ୍ଜିଆ(କେନ୍ୟୁଜ୍ ): ୧୭ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ । ଝରକା କାଟି ଲୁଟିନେଲେ ସୁନା ଗହଣା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବଢେଇ ଭୋଳ ବଜାର ଅଞ୍ଚଳରୁ ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟ୍ ହୋଇଛି ।

ଏନେଇ ଖବର ପାଇ କରଞ୍ଜିଆ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିଛିଦିନ ହେବ କରଞ୍ଜିଆ ଥାନା ଅଞ୍ଚଳରେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏବେ ଲୁଟେରାଙ୍କୁ ଧରିବା ପୋଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Leave A Reply

Your email address will not be published.