କାମାକ୍ଷାନଗର ଚକାପାଳ ଗାଁରେ ବଜ୍ରାଘାତରେ ୨ ଯୁବକ ମୃତ 

କାମାକ୍ଷାନଗର(କେନ୍ୟୁଜ୍): କାମାକ୍ଷାନଗର ଥାନା ଚକାପାଳ ଗାଁରେ ବଜ୍ରାଘାତରେ ୨ଜଣ ଯୁବକ ମୃତ।  ନିକଟସ୍ଥ ଜଙ୍ଗଲକୁ କାଜୁ ଗୋଟାଇ ବାକୁ ଯାଇଥିବା ବେଳେ ହୋଇଥିଲା ବଜ୍ରାଘାତ । ମୃତକ ମାନେ ହେଲେ ଚକାପାଳ ଗାଁର ପ୍ରକାଶ ପଧାନ (୨୮ବର୍ଷ) ଓ ମକୁଆକାଟେଣି ଗାଁର ଦେବଦତ ପଧାନ (୩୦ବର୍ଷ ) । ଉଭୟଙ୍କୁ କାମାକ୍ଷାନଗର ମେଡ଼ିକାଲ ଆଣିଥିଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.