Below header

କୂଅରେ ଫସିଲେ ଦୁଇ ଦନ୍ତା, ଖାଦ୍ୟ ପାଇଁ ଗାଁ ମୁହାଁ ହୋଇଥିଲେ

ଢ଼େଙ୍କାନାଳ : କୂଅରେ ଫସିଛନ୍ତି ଦୁଇ ଦନ୍ତା । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ବଅଁରପାଳ ଗାଁରେ ଦୁଇ ହାତୀ ଫସିରହିଥିବା ଜଣାଯାଇଛି । ଖାଦ୍ୟ ଅନେ୍ଵଷଣରେ ଗାଁ ମୁହାଁ ହୋଇଥିବା ଦୁଇ ଦନ୍ତା ଗଭୀର କୂଅରେ ଫସି ରହିଛନ୍ତି ।

ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁଇଟି ଜେସିବି ମେସିନ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଫସିରହିଥିବା ଦୁଇ ଦନ୍ତାଙ୍କ ଭିତରେ ଏକ ଛୁଆ ଦନ୍ତା ହାତୀ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.