ଦୁଇଟି ବନ୍ଧୁକ ଜବତ କଲା ଲାଲବାଗ ଥାନା ପୋଲିସ, ଦୁଇ ବନ୍ଧୁକ ବେପାରୀ ଗିରଫ

ପାର୍ବଣରେ କମିଶନରେଟ ପୋଲିସ ଧରପଗଡ଼। ଦୁଇଟି ବନ୍ଧୁକ ଜବତ କଲା ଲାଲବାଗ ଥାନା ପୋଲିସ। ୫ ଟି ଜୀବନ୍ତ ଗୁଳି ଜବତ।

ପାର୍ବଣରେ କମିଶନରେଟ ପୋଲିସ ଧରପଗଡ଼। ଦୁଇଟି ବନ୍ଧୁକ ଜବତ କଲା ଲାଲବାଗ ଥାନା ପୋଲିସ। ୫ ଟି ଜୀବନ୍ତ ଗୁଳି ଜବତ। ଦୁଇ ବନ୍ଧୁକ ବେପାରୀ ଗିରଫ। କାଠଯୋଡି କୂଳ ବେଲଭ୍ୟୁ ଛକ ନିକଟରେ ବନ୍ଧୁକ ବିକ୍ରି ଉଦ୍ୟମ କରୁଥିବା ବେଳେ ଧରିଲା ପୋଲିସ।

ଜଗତସିଂହପୁର ଜିଲ୍ଲାର ରଜତ ରାଉତ ଓ ଶୁଭକାନ୍ତ ନାୟକ ଗିରଫ। ଏକ ଦେଶୀ ରିଭଲଭର ଓ ଏକ ଦେଶୀ ପିସ୍ତଲ ବିକ୍ରି ପାଇଁ ଚେଷ୍ଟା କରୁଥିଲେ ଅଭିଯୁକ୍ତ। ରାଜା ଆଳିଆସ ରଜତ ନାଁରେ ପୂର୍ବରୁ ତିର୍ତ୍ତଲ,ଜଗତସିଂହପୁର, ବିରିଡି,ବାଲିକୁଦା ଆଦି ଥାନାରେ ରହିଛି ୭ଟି ମାମଲା। କଟକ ଡିସିପି ପିନାକ ମିଶ୍ର ଏହି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.