ନନ୍ଦନକାନନ ଗଲା ଗାଈ ଗୋଠରୁ ଉଦ୍ଧାର ୨ ମାସର ହାତୀ ଛୁଆ

ନନ୍ଦନକାନନ ଗଲା ୨ମାସର ହାତୀ ଛୁଆ। ଗାଈ ଗୋଠରୁ ଉଦ୍ଧାର ୨ ମାସର ହାତୀ ଛୁଆକୁ ନନ୍ଦନକାନନ ପଠାଯାଇଛି।

ଅନୁଗୋଳ : ନନ୍ଦନକାନନ ଗଲା ୨ମାସର ହାତୀ ଛୁଆ। ଗାଈ ଗୋଠରୁ ଉଦ୍ଧାର ୨ ମାସର ହାତୀ ଛୁଆକୁ ନନ୍ଦନକାନନ ପଠାଯାଇଛି। ଅନୁଗୋଳ ଜିଲ୍ଲା ତାଳଚେର ରେଞ୍ଜ ଗଣ୍ଠିଗାଡିଆ ଗାଁରେ ଗତ ୫ତାରିଖରେ ଗାଈ ଗୋଠରୁ ହାତୀ ଛୁଆ ଉଦ୍ଧାର ହୋଇଥିଲା । ହାତୀ ଛୁଆକୁ ବନ ବିଭାଗ ଉଦ୍ଧାର କରିବା ପରେ ଚିକିତ୍ସା କରାଯାଇଥିଲା। ହାତୀ ମେଳରେ ଛାଡ଼ିବାର ପ୍ରୟାସ ବିଫଳ ପରେ ହାତୀ ଛୁଆକୁ ନନ୍ଦନ କାନନ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.