Below header

ପୁରୀ: ସଦର ଥାନା ସିପସରୁବାଲି ଅଞ୍ଚଳରେ ଦୁଇଖଣ୍ଡ ଲମ୍ବା ହାଡକୁ ନେଇ ଚର୍ଚ୍ଚା, ଦୁଇଦିନ ପୂର୍ବରୁ ମିଳିଥିଲା କଟାମୁଣ୍ଡ

ପୁରୀ(କେନ୍ୟୁଜ୍):  ପୁରୀ ସଦର ଥାନା ସିପସରୁବାଲି ଅଞ୍ଚଳରେ ଦୁଇଖଣ୍ଡ ଲମ୍ବା ହାଡକୁ ନେଇ ଚର୍ଚ୍ଚା । ଦୁଇଦିନ ପୂର୍ବରୁ କଟାମୁଣ୍ଡ ନେଇ ଆତଙ୍କ ଖେଳିଥିବା ବେଳେ ଏବେ ଦୁଇଖଣ୍ଡ ହାଡ ପଡିଥିବା ଦେଖିବାକୁ ମିଳିଛି । ପାଖରେ ମଦ ବୋତଲ, ଚପଲ, ରଶି ଓ ପ୍ୟାଣ୍ଟ ପଡିଛି । ପୋଲିସ ଓ ସାଇଣ୍ଟଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ଏକ ହତ୍ୟାକାଣ୍ଡ ବୋଲି ପାରିପାର୍ଶ୍ୱିକ ଚିତ୍ରରୁ ଜଣାପଡୁଥିବା ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.