ଠାକୁରଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ, ଗୋଟିଏ ରାତିରେ ୨ଟି ମନ୍ଦିରରୁ ଲୁଟ୍

ଶେଷରେ ଠାକୁରଙ୍କୁ ବି ଛାଡ଼ିଲେ ନାହିଁ ଦୁବୃର୍ତ୍ତ । ମନ୍ଦିରରେ ପଶି କଳାକନା ବୁଲାଇଲେ। ଗୋଟିଏ ରାତିରେ ୨ଟି ମନ୍ଦିରରୁ ଲୁଟ୍ ହୋଇଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜୟନ୍ତୀପଟ୍ଟା ଗ୍ରାମ ଯୋଗେଶ୍ୱର ମନ୍ଦିର ଏବଂ ତଳିଆ ସ୍ଥିତ ଶନି ମନ୍ଦିରର ଗ୍ରୀଲ୍ ତାଲା ଭାଙ୍ଗି ଲୁଟିଛନ୍ତି ଦୁର୍ବୃତ୍ତ ।

ମୟୂରଭଞ୍ଜ (କେନ୍ୟୁଜ୍‌) : ଶେଷରେ ଠାକୁରଙ୍କୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ। ମନ୍ଦିରରେ ପଶି କଳାକନା ବୁଲାଇଲେ। ଗୋଟିଏ ରାତିରେ ୨ଟି ମନ୍ଦିରରୁ ଲୁଟ୍ ହୋଇଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜୟନ୍ତୀପଟ୍ଟା ଗ୍ରାମ ଯୋଗେଶ୍ୱର ମନ୍ଦିର ଏବଂ ତଳିଆ ସ୍ଥିତ ଶନି ମନ୍ଦିରର ଗ୍ରୀଲ୍ ତାଲା ଭାଙ୍ଗି ଲୁଟିଛନ୍ତି ଦୁର୍ବୃତ୍ତ। ଠାକୁରଙ୍କ ସୁନା, ରୂପା ଅଳଙ୍କାର ସହ ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.