ଖେଳ ହେଲା କାଳ : ଅଢେଇ ବର୍ଷର ଶିଶୁ ମୁହଁରେ ପଶିଲା ତାୱା

ଝାରସୁଗୁଡା  : ଖେଳୁଥିବା ସମୟରେ ଅଢେଇ ବର୍ଷର ଅମିତ୍ ମୁହଁରେ ପଶିଲା ତାୱା । ଏଭଳି ଅଭାବନୀୟ ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ପତ୍ରାପାଲି ଗାଁରେ । ତାୱାକୁ ବାହାର କରିବାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅସମର୍ଥ ହେବାରୁ ଶିଶୁଟିକୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.