Below header

୨୦୧୮କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର , ସାହିତ୍ୟିକ ଡ. ପ୍ରଫୁଲ୍ଲ ତ୍ରିପାଠୀ ଓ ଲୋକକବି ହଳଧର ନାଗ

ଭୁବନେଶ୍ବର(କେନ୍ୟୁଜ୍) : କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା। ୨୦୧୮ ମସିହା ପାଇଁ ପ୍ରାବନ୍ଧିକ ଦାଶରଥି ଦାସଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ । ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ପାଇଁ ତାଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସେହିପରି ଭାଷା ସମ୍ମାନ ପାଇଁ ଗଗନେନ୍ଦ୍ର ନାଥ ଦାଶ ମନୋନୀତ ହୋଇଛନ୍ତି । ସାହିତ୍ୟିକ ଡ. ପ୍ରଫୁଲ୍ଲ ତ୍ରିପାଠୀ ଓ ଲୋକକବି ହଳଧର ନାଗଙ୍କୁ କୋଶଳୀ ସମ୍ବଲପୁରୀ ଭାଷା ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.