କଟକ ସହରରୁ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଏସ୍‌ସିବି ଆଇସୋଲେସନରୁ ଆଜି ୧୧ ଜଣ ପଜିଟିଭ୍

କେନ୍ୟୁଜ୍(ବ୍ୟୁରୋ):  ଆଜି  କଟକ ସହରରୁ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି  ସରକାରୀ କ୍ବାରେଣ୍ଟାଇନରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏହା ସହତ ଏସ୍‌ସିବି ମେଡିକାଲ ଆଇସୋଲେସନରୁ ଆଜି ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ମାନଙ୍କୁ ମିଶାଇ କଟକ ସହରରୁ ଏପର୍ଯ୍ୟନ୍ତ ୫୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ଏଥିରେ ୩୨୮୩ ଜଣ ସୁସ୍ଥ ହୋଇଥିବା ବେଳେ ୨୦୨୨ ଆକ୍ଟିଭ କେସ୍ ରହିଛି।  ବର୍ତ୍ତମାନ ସୁଦ୍ଧା ୨୭ ଜଣ ଆକ୍ରାନ୍ତ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.