ଆଜି କଟକ ସହରରୁ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,ଲୋକାଲ କଣ୍ଟାକ୍ଟରୁ ୧୦୨

କଟକ(କେନ୍ୟୁଜ୍):  ଆଜି କଟକ ସହରରୁ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଏଥିରୁ କ୍ବାରେଣ୍ଟାଇନରୁ ୫୪ ଜଣ, ହୋମ କ୍ବାରେଣ୍ଟାଇନରୁ ୮୧ ଜଣ ଓ ଲୋକାଲ କଣ୍ଟାକ୍ଟରୁ  ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସିଏମସି ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି।

ଆଜି ଏସ୍‌ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସରକାରୀ କ୍ବାରେଣ୍ଟାଇନରୁ ୪ ଜଣ କୋଭିଡ ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି।  ହୋମ କ୍ବାରେଣ୍ଟାଇନରୁ  ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସିଡିଏ ସେକ୍ଟର-୭ରୁ ୧୧ ଜଣ, କଣ୍ଟେନମେଣ୍ଟ ରୋଡରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.