ପୁଣି ବଢୁଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର, ୨୪ ଗେଟ୍ ଖୋଲିଲା

ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପୁଣି ବଢିଛି ବନ୍ୟାଜଳ ପ୍ରବେଶର ପରିମାଣ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୪ଲକ୍ଷ ୨ହଜାର ୫୪୫ କ୍ୟୁସେକ୍ ପାଣି ।

କେନ୍ୟୁଜ୍(ବ୍ୟୁରୋ): ପୁଣି ବଢୁଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର । ହୀରାକୁଦର ୨୪ ଗେଟ୍ ଖୋଲିଲା। ବାମ ପଟୁ ୧୬ଟି ଓ ଡାହାଣ ପଟୁ ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ।

ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପୁଣି ବଢିଛି ବନ୍ୟାଜଳ ପ୍ରବେଶର ପରିମାଣ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୪ଲକ୍ଷ ୨ହଜାର ୫୪୫ କ୍ୟୁସେକ୍ ପାଣି । ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪ଲକ୍ଷ ୩୦ହଜାର ୪୬୧ କ୍ୟୁସେକ୍ ପାଣି । ଏବେ ଜଳଭଣ୍ଡାରରେ ରହିଛି ମୋଟ୍ ୬୨୮.୯୩ ଫୁଟ୍ ପାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.