ଦୀପାବଳିରେ ଭୁବନେଶ୍ୱର ଓ ଆଖାପଖ ଅଂଚଳରେ ଅଘଟଣ, ବାଣ ଫୁଟାଇ ୨୫ରୁ ଅଧିକ ଗୁରୁତର

ଭୁବନେଶ୍ୱର(କେନ୍ୟୁଜ୍): ଦୀପାବଳିରେ ଅଘଟଣ । ଭୁବନେଶ୍ୱର ଓ ଆଖାପଖ ଅଂଚଳରେ ବାଣ ଫୁଟାଇ ୨୫ରୁ ଅଧିକ ଗୁରୁତର । କାହାର ହାତ ପୋଡି ଯାଇଛି ତ ଆଉ କାହାର ଦେହରେ ଲାଗିଛି ଆଘାତ । ସମସ୍ତ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.