Browsing Tag

injured

ବରଯାତ୍ରୀ ଗାଡ଼ିକୁ ଧକ୍କା ଦେଲା କଣ୍ଟେନର, ୮ ଆହତ

ମୟୂରଭଞ୍ଜ: ବରଯାତ୍ରୀ ଗାଡ଼ିକୁ ଧକ୍କା ଦେଲା କଣ୍ଟେନର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ନଣ୍ଡାଶୋଳ ନିକଟରେ ବରଯାତ୍ରୀ ଗାଡ଼ିକୁ ଧକ୍କା ଦେଲା କଣ୍ଟେନର । ବରଯାତ୍ରୀ ଗାଡ଼ି ଓଲଟି ୮ ଆହତ ହୋଇଛନ୍ତି । ସମସ୍ତ ଆହତ ବାରିପଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ…

ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୨୦ରୁ ଅଧିକ ଆହତ

ନୟାଗଡ : ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍ । ୨୦ରୁ ଅଧିକ ଆହତ ହୋଇଛନ୍ତି । ନୟାଗଡ ଖଣ୍ଡପଡା ରାସ୍ତାର ଖେଡପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗାଡିଟି ରାକମାରୁ ନୟାଗଡ଼ ଆସୁଥିଲା । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବେବୀ ନାମକ ଏକ ଘରୋଇ ବସ୍ ରାକମାରୁ ନୟାଗଡ଼ ଆସୁଥିଲା । ହେଲେ…

ଓଲଟିଲା ତୀର୍ଥଯାତ୍ରୀ ବସ୍ , ଏକାଧିକ ଆହତ

ବାଲେଶ୍ବର: ଓଲଟିଲା ତୀର୍ଥଯାତ୍ରୀ ବସ୍ , ଏକାଧିକ ଆହତ ହୋଇଛନ୍ତି । ବସଟି କୋଲକାତାରୁ ଭୁବନେଶ୍ବର ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା । ବାଲେଶ୍ବର ଶେରଗଡ଼ ରୟାଲ ହୋଟେଲ ସମ୍ମୁଖରେ ଦୁର୍ଘଟଣା ଘଟିଛି । ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି…

କେଦାରପଲ୍ଲୀ ବସ୍ତିରୁ ଘର ଉପରୁ ଉଠାଗଲା ଦୁର୍ଘଟଣାଗ୍ରସ୍ତ କାର, ୪ ଆହତ

ଭୁବନେଶ୍ବର: କେଦାରପଲ୍ଲୀ ବସ୍ତିରୁ ଘର ଉପରୁ ଉଠାଗଲା ଦୁର୍ଘଟଣାଗ୍ରସ୍ତ କାର । କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ କାର୍ ଉଠାଇଲା ପୋଲିସ । ଆଜି ସକାଳେ ଶିଶୁଭବନ ଓଭରବ୍ରିଜ୍ ଉପରୁ ୧୦ ଫୁଟ୍ ତଳକୁ ଖସିପଡ଼ିଥିଲା କାର୍ । ଫଳରେ ଘରେ ଥିବା ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ…

ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୧୭ ଆହତ

ଗଜପତି : ଘାଟିରେ ଖସିଲା ଭ୍ୟାନ୍, ୧୭ ଆହତ । ଗଜପତି ଜିଲ୍ଲା ମୋହନା ଥାନା ଜରଉ ଘାଟିରେ ଦୁର୍ଘଟଣା ଘଟିଛି । ଗାଡିଟି ଗଞ୍ଜାମ ଜିଲ୍ଲା ସୋରଡା ମଧୁରବନ୍ଧ ଗାଁରୁ ଖାରିଖୁମ୍ମା ଗାଁକୁ ଯାଉଥିଲା ।  ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ୧୭ଜଣ ଆହତ ହୋଇଛନ୍ତି । ୭ଜଣଙ୍କ ଅବସ୍ଥା…

ସ୍କୁଲ ଭ୍ୟାନରୁ ପଡ଼ି ସାତ ବର୍ଷର ଛାତ୍ରୀ ଗୁରୁତର ଆହତ, ଥାନାରେ ହେଲା ଅଭିଯୋଗ

କଟକ (କେନ୍ୟୁଜ୍) : ସ୍କୁଲ ଭ୍ୟାନରୁ ଗଳି ପଡ଼ି ଗୁରୁତର ଭାବରେ ଆହତ ହେଲେ ସାତ ବର୍ଷ ବୟସର ଜଣେ ଛାତ୍ରୀ। ଗତ ୧୩ ତାରିଖ ଦିନ ଘଟିଛି ଏଭଳି ଏକ ଅଘଟଣ। ଛାତ୍ରୀଙ୍କର ଶରୀରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି କ୍ଷତ। ଛାତ୍ରୀଙ୍କ ଘର କଖଡି ଅଞ୍ଚଳରେ ହୋଇଥିବା ବେଳେ, କଟକ ସହରର ଏକ ପ୍ରତିଷ୍ଠିତ…

ବାଣ ଭିଡିବା ବେଳେ ବିସ୍ଫୋରଣ, ଦୁଇ ଆହତ

ମୟୂରଭଞ୍ଜ : ବାଣ ଭିଡିବା ବେଳେ ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣରେ ଦୁଇ ଆହତ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ବାଛୁରୀପଡା ଗାଁରେ ବିସ୍ଫୋରଣ ହୋଇଛି  । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି  । ଦୁଇ ଭାଇ ମିଶି ବାଣ ପ୍ରସ୍ତୁତି କରୁଥିଲେ । ବିସ୍ଫୋରଣ ହେବାରୁ…

ଟ୍ରକ୍‌କୁ ଓଭରଟେକ କରିବାକୁ ଯାଇ ଓଲଟିଲା ବସ୍‌; ୬ ଆହତ

ନୟାଗଡ଼ : ଖୋର୍ଦ୍ଧା ବଲାଙ୍ଗୀର ଜାତୀୟରାଜପଥର ବାଣୀଗୋଛା ଥାନା ଜାମୁସାହି ଛକ ନିକଟରେ ଦୁର୍ଘଟଣା । ଓଲାଟିଲା ଘରୋଇ ଯାତ୍ରୀବାହୀ ବସ୍ । କଣ୍ଡକ୍ଟର ଓ ୫ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି । ବସରେ ୩୫ଜଣ ଯାତ୍ରୀ ରହିଥିବା ଜଣାପଡିଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ବ୍ଲୁ ବେଲୁନ୍…

ଚକା ଫାଟି ଓଲଟିଲା ଡାଲା ଅଟୋ: ୨ ମୃତ, ୧୩ରୁ ଊର୍ଦ୍ଧ୍ବ ଆହାତ

ଭଞ୍ଜନଗର : ଚକା ଫାଟି ଓଲଟିଲା ଡାଲା ଅଟୋ । ଦୁର୍ଘଟଣାରେ ୨ ମୃତ, ୧୩ ରୁ ଊର୍ଦ୍ଧ୍ବ ଆହାତ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସୋରଡା - ଭଂଜନଗର ରାସ୍ତାର କୁଲାଙ୍ଗି ଗାଁ ନିକଟରେ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ସୋରଡ଼ା ଥାନା ବାଘଲିଙ୍ଗି ଗାଁର ଏକ ପରିବାର ମାନସିକ ପୂଜା…

ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଖେଳିବେନି କୋହଲି ! ଅଭ୍ୟାସ ସମୟରେ ହୋଇଛନ୍ତି ଆହତ

ମାର୍ଚ୍ଚ ୯ ଅର୍ଥାତ ଆଜି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଫାଇନାଲ ଲଢ଼େଇ ପୂର୍ବରୁ ଗତକାଲି ମ୍ୟାଚ ଅଭ୍ୟାସ ବେଳେ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆହତ ହୋଇଛନ୍ତି । ଏହା ଫଳରେ ସେ ଆଜି ନ୍ୟୁଜିଲାଣ୍ଡ ବିରୋଧରେ…

ବିବାହ ଶୋଭାଯାତ୍ରା ବେଳେ ଗଣ୍ଡଗୋଳରୁ ଛୁରାମାଡ଼, ୩ ଆହତ

ବ୍ରହ୍ମପୁର : ବିବାହ ଶୋଭାଯାତ୍ରା ବେଳେ ଗଣ୍ଡଗୋଳରୁ ଛୁରାମାଡ଼ ଯୋଗୁ ୩ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲା ଖଲ୍ଲିକୋଟ ଅନ୍ତର୍ଗତ ଚଣ୍ଡୀପୀଠ ଗ୍ରାମରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି । ଚଣ୍ଡୀପୀଠ ଗ୍ରାମକୁ ବିବାହ ଉତ୍ସବରେ ଯୋଗଦେବା ଳାଗି ବିକ୍ରମପୁର ଗ୍ରାମରୁ ବରଯାତ୍ରୀ ଦଳ ଆସିଥିଲେ…

ଭାରସାମ୍ୟ ହରାଇ ଦୋକାନକୁ ଧକ୍କା ଦେଇଛି କାର୍, ୩ ଗୁରୁତର

କଟକ : ଦୋକାନକୁ ମାଡ଼ିଗଲା କାର୍ ।  ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ପୁରୀ ଯିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ୩ ଜଣ ସାଙ୍ଗ । ଜଗତପୁର ନିକଟରେ ଭାରସାମ୍ୟ ହରାଇ ଦୋକାନକୁ ଧକ୍କା ଦେଇଛି କାର୍ । କାରଟି ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଦୋକାନ ଘରେ ପିଟି…