Browsing Tag

injured

କାମ୍ବେଡ଼ିଆ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୦ ଲୋକ , ୩୦ ରୁ ଅଧିକ ଆହତ

ନୂଆଦିଲ୍ଲୀ : କାମ୍ବେଡ଼ିଆର ପୋଇପେଟରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅନେକ ଲୋକ ନିଖୋଜ ହୋଇଯାଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରାୟ ୭୦ ପ୍ରତିଶତ ନିଆଁକୁ ନିୟନ୍ତ୍ରଣ କରାଯାଇଛି।…

ବାଇକକୁ ଧକ୍କା ଦେଲା ଅଜଣା ଗାଡି: ଜଣେ ମୃତ,୩ ଆହତ

ବ୍ରହ୍ମପୁର (କେନ୍ୟୁଜ): ନୂଆଗାଁ ଥାନା ଜକର ରାସ୍ତାରେ ଦୁଇଟି ବାଇକକୁ ଧକ୍କା ଦେଲା ଅଜଣା ଗାଡି। ଜଣେ ମୃତ, ତିନି ଆହତ। ସମସ୍ତ ବ୍ୟକ୍ତି ଅନୁଗୋଳ ଜିଲ୍ଲାର ଶ୍ରମିକ ବୋଲି କୁହାଯାଉଛି। ଦୁର୍ଘଟଣାକୁ ନେଇପୋଲିସର ତଦନ୍ତ ଜାରୀ । ଆହତ ମାନଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା ସୂଚନା…

ଚଢାଉ ବେଳେ ପଥର ମାଫିଆଙ୍କ ଆକ୍ରମଣରେ ଡିଏଫ୍‌ଓ ଆହତ, ୫ ଗିରଫ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳରେ ଚୋରା ପଥର ମାଫିଆଙ୍କ ଆତଙ୍କ । ପଥର ଗାଡ଼ି ଅଟକାଇବାରୁ ଡିଏଫଓଙ୍କୁ ଆକ୍ରମଣ ଅଭିଯୋଗ । ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି କୁରୁମଟାଙ୍ଗ ଗାଁକୁ ଯାଇଥିବା ବେଳେ ଏକ ପଥର ବୋଝେଇ ଟ୍ରକକୁ ଅଟକାଇଥିଲେ । ଏହି ସମୟରେ ପଥର ମାଫିଆ ମାନେ ତାଙ୍କ ଉପରକୁ ଢେଲାମାଡ଼…

ମ୍ୟାଚ୍‌ ଅଧାରୁ ହସପିଟାଲରେ ପହଞ୍ଚିଲେ ରୋହିତ ଶର୍ମା, ଭାରତୀୟ ଫ୍ୟାନ୍ସ ନିରାଶ

ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତକୁ ଲାଗିଛି ବଡ଼ ଝଟକା। ମ୍ୟାଚ୍ ଅଧାରୁ ହସ୍ପିଟାଲରେ ପହଞ୍ଚିଲେ ଦଳର ଅଧିନାୟକ ରୋହିତ ଶର୍ମା। ସ୍ଲିପରେ ଫିଲ୍ଡିଂ କରିଥିବା ବେଳେ ରୋହିତ ଗୋଟିଏ କ୍ୟାଚ୍ ନେବାକୁ ଚେଷ୍ଟା କରିଥିଲେ। ହେଲେ ବଲଟି ତାଙ୍କ ବାମ…

ସୁଟିଙ୍ଗ୍‌ ସେଟ୍‌ରେ ଆହତ ହେଲେ ଟାଇଗର ଶ୍ରଫ୍‌, ଆକ୍ସନ ସିନ୍‌ ବେଳେ ହେଲା ଦୁର୍ଘଟଣା, ଗୋଡ଼ରେ ଲାଗିଛି ଅଘାତ

ଟାଇଗର ଶ୍ରଫ୍‌ ସବୁବେଳେ ନିଜର ଆକ୍ସନ ସିନକୁ ନେଇ ସିରିୟସ ଥାଆନ୍ତି । ନିଜର ଫ୍ୟାନ୍ସମାନଙ୍କୁ ସେ କେବେ ନିରାଶ କରନ୍ତି ନାହିଁ । ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଦେବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ମଧ୍ୟ ପଡ଼େ । ତାଙ୍କର ସବୁ ଫିଲ୍ମରେ ଦର୍ଶକମାନଙ୍କୁ ବାନ୍ଧି ରଖିବା ପାଇଁ…

ସୁଟିଂ କରୁଥିବା ବେଳେ ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନ ଆହତ, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନ ଆହତ। ଗୋଡ଼ର ଶିରା କଟିଯିବା ପରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି। ଏନେଇ ଖୋଦ୍‌ ବିଗ୍‌ ବି ନିଜର ବ୍ଲଗରେ ସୂଚନା ଦେଇଛନ୍ତି। କେବିସି ସେଟରେ ସୁଟିଂ କରୁଥିବା ବେଳେ ଆହତ ହୋଇଥିଲେ ଅମିତାଭ। ବ୍ଲଗ୍‌ରେ ଅମିତାଭ ଲେଖିଛନ୍ତି: ବାହାରୁ…

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ, ୮ ଆହତ

ଭଦ୍ରକ (କେନ୍ୟୁଜ): ଭଦ୍ରକ ଧାମନଗର ଥାନା ପଳିକିରୀ ଛକ ନିକଟରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟିପଡିଛି। ଫଳରେ ଏଥିରେ ଯାଉଥିବା ପ୍ରାୟ ୧୦ରୁ୧୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ…

ପଶ୍ଚିମବଙ୍ଗରେ ବଡ ଧରଣର ଦୁର୍ଘଟଣା: ପିକ୍‌ଅପ୍‌ରେ ସର୍ଟସର୍କିଟ ଯୋଗୁଁ ୧୦ କାଉଡିଆଙ୍କ ମୃତ୍ୟୁ, ୧୬ ଆହତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର କୁଚବିହାରରେ ରବିବାର ବିଳମ୍ବିତ ରାତିରେ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଯାତ୍ରୀମାନଙ୍କୁ ନେଇ ଜଳପେଶ ଯାଉଥିବା ଏକ ପିକ୍‌ଅପ ଭ୍ୟାନ୍‌ରେ ସର୍ଟସର୍କିଟ ଯୋଗୁ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୬ ଜଣ ଲୋକ ଆହତ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଚାଷଜମିରୁ ଉଦ୍ଧାର ହେଲା ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ, ମୁତ୍ୟୁର କାରଣ ଅସ୍ପଷ୍ଟ

ଭଞ୍ଜନଗର (କେନ୍ୟୁଜ): ଚାଷଜମିରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗାଁ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ମୃତ ବ୍ୟକ୍ତି ଜଣକନିକଟସ୍ଥ ଯୋଗୀମାରି ଗ୍ରାମର ଉଦୟ ନାୟକ । ସୂଚନା ଅନୁସାରେ ସଂପର୍କୀୟଙ୍କ ଘରକୁ ଯାଇ…

ଯଶିପୁର: ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼, ୨ ଆହତ

ଯଶିପୁର (କେନ୍ୟୁଜ): ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୁତ୍ତମାନଙ୍କ ବନ୍ଧୁକ ଚାଳନା। ଦେବସେନା ପକ୍ଷରୁ ଯଶିପୁର ଟୋଲ ଗେଟରେ ଗାଈଗୋରୁକୁ ନେଇ ଯାଉଥିବା ଗାଡି ଗୁଡିକୁ ଅଟକାଉ ଥିଲେ । ହଠାତ ଦୁର୍ବୁତ୍ତ ଆକ୍ରମଣର ଶିକାର ହେବାକୁ ପଡିଛି ଦେବସେନା କର୍ମକର୍ତ୍ତାଙ୍କୁ । ଦୁର୍ବୁତ୍ତମାନେ…

ଲମତାପୁଟ: ବଜ୍ରାଘାତରେ ପରିବାରର ଜଣେ ମୃତ, ୭ ଆହତ

ଲମତାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ଲମତାପୁଟରେ ଘଟିଛି ଦୁଃଖଦ ଘଟଣା । ବଜ୍ରପାତରେ ଗୋଟାଏ ପରିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ଆହତଙ୍କ ମଧ୍ୟରୁ ୩ ଜଣକୁ କୋରାପୁଟ SLNMC ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି ଲମତାପୁଟ ବ୍ଲକ ସିଲପଡା…

ବାଲେଶ୍ବର: ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ରୋଗୀ ସମେତ ୫ ଗୁରୁତର

ବାଲେଶ୍ବର (କେନ୍ୟୁଜ୍): ଟ୍ରକ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ ରୋଗୀ ସମେତ ୫ ଗୁରୁତର । ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ନିକଟରେ ଏପରି ଦୁର୍ଘଟଣା ଘଟିଛି । କଲିକତା ମେଦିନୀପୁରରୁ ରୋଗୀ ନେଇ ଭୁବନେଶ୍ଵରରେ ଯାଉଥିବା ବେଳେ ଏକ ଟ୍ରକ ପଛରୁ ଆମ୍ବୁଲାନ୍ସ ଧକା ଦେଇଥିଲା…