Below header
Browsing Tag

injured

ଏକାଠି କଥା ହେଉଥିବା ବେଳେ ଭୁଶୁଡିଲା ସ୍ଲାବ, ଡ୍ରେନ୍‌ ଭିତରେ ଖସି ପଡିଲେ ୫ ଜଣ

ନୂଆଦିଲ୍ଲୀ : କଥା ହେଉଥିବା ବେଳେ ଭୁଶୁଡିଲା ସ୍ଲାବ । ଡ୍ରେନ୍‌ ଭିତରେ ଖସି ପଡିଲେ ୫ ଜଣ । ରାଜସ୍ଥାନର ଜୈସଲମେରରେ ଘଟିଛି ଏପରି ଘଟଣା । ଡ୍ରେନ୍‌ ଉପରେ ପଡିଥିବା କଂକ୍ରିଟ ସ୍ଲାବ ଉପରେ ଛିଡା ହୋଇ କଥା ହେଉଥିବା ବେଳେ ଖସିପଡିଥିଲେ ୫ ଜଣ । ୫ଜଣଙ୍କ ସହ ଗୋଟିଏ ବାଇକ୍ ମଧ୍ୟ ଖାତ ମଧ୍ୟରେ…

ରାଜଧାନୀରେ ବୀଭତ୍ସ ହତ୍ୟା : ରାସ୍ତାରେ ପଡ଼ିଛି ସ୍ଵାମୀଙ୍କ ମୃତଦେହ, ସ୍ତ୍ରୀ ଓ ପିଲା ଗୁରୁତର

ଭୁବନେଶ୍ଵର (କେନ୍ୟୁଜ) : ରାଜଧାନୀରେ ଯୁବକଙ୍କୁ ହତ୍ୟା । ହତ୍ୟା କାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଗତକାଲି ବିଳମ୍ବିତ ରାତିରେ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ ।ସ୍ୱାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥା ରେ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ତେବେ ଆହତ…

ବୋହୂର ମରଣାନ୍ତକ ଆକ୍ରମଣରେ ୯୬ ବର୍ଷୀୟ ଶ୍ୱଶୁର ଗୁରୁତର; ଚିକିତ୍ସାଳୟରେ ଭର୍ତ୍ତି

ପୁରୀ (କେନ୍ୟୁଜ): କବାଟ କିଳି ପିଟିଲା ବୋହୂ। ବୋହୂର ମରଣାନ୍ତକ ଆକ୍ରମଣରେ ଶ୍ୱଶୁର ଗୁରୁତର। ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସଦର ଥାନା ଅନ୍ତର୍ଗତ ରାଇଗୋରଡା ପଞ୍ଚାୟତ ନୂଆପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆହତ ବୃଦ୍ଧ ଅପର୍ତ୍ତି ସାହୁ , ବୟସ ୯୬। ୮ ବର୍ଷ ତଳେ…

ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମତ୍ତକାଣ୍ଡ; ସିରିଜ ଦୁର୍ଘଟଣାରେ ୨ ମୃତ , ୨ ଆହତ

ମୟୂରଭଞ୍ଜ (କେନ୍ୟୁଜ): ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମତ୍ତକାଣ୍ଡ । ସିରିଜ ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଯାଇଛି । ଆହତ ହୋଇଛନ୍ତି ଆଉ ୨ ଜଣ । ବାରିପଦାରେ ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି । ମଦ୍ୟପ ଡ୍ରାଇଭରକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକ । ଟ୍ରକଟି ଟାଙ୍ଗୀରୁ…

ଉପ ଜିଲ୍ଲାପାଳଙ୍କ ମହାନତା, ଆହତ ଛାତ୍ରକୁ ଉଦ୍ଧାର କରି ଦେଖାଇଲେ ସହାନୁଭୂତି

ଯାଜପୁର ଟାଉନ (କେନ୍ୟୁଜ): ଦୁର୍ଘଟଣାରେ ଆହତ ଛାତ୍ରକୁ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତ୍ତି କଲେ ଉପ ଜିଲ୍ଲାପାଳ। ଯାଜପୁର ଉପ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ବିଂଝାରପୁରରୁ ନିଜ ଅଫିସକୁ ଫେରୁଥିବା ସମୟରେ ଖଣ୍ଡରା ଛକ ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ନୃସିଂହ ଚରଣ ସେଠିଙ୍କ ପୁଅ…

ପଶ୍ଚିମବଙ୍ଗ ବୀରଭୂମରେ ରାଜନୈତିକ ବିବାଦରୁ ହିଂସାକାଣ୍ଡ: ଜିଅନ୍ତା ଜଳିଗଲେ ୮ ଜଣ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରାଜନୈତିକ ବିବାଦରୁ ହିଂସାକାଣ୍ଡ । ହିଂସାରେ ୮ ଜଣ ଜୀବନ୍ତ ଦଗ୍‌ଧ। ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ରାମପୁରହାଟରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଗତକାଲି ବିଳମ୍ବିତ ରାତିରେ ବାଗୁତି ଗାଁର ଉପ ପ୍ରଧାନଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିବା ପରେ ହିଂସା ଉପୁଜିଥିଲା।…

ଭଦ୍ରକ : ବାଇକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ଦୁଇ ଗୁରୁତର

ଭଦ୍ରକ (କେନ୍ୟୁଜ): ଭଦ୍ରକ ଧାମନଗରରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀ ମୃତ, ଦୁଇ ଗୁରୁତର । ମୃତକ ଧାମନଗର ଥାନା ବିରୁଆଁ ଗାଁର ଅବିନାଶ ମହାଲ୍ଲିକ । ବାଇକ୍‌ରେ ତିନି ଜଣ ସାଙ୍ଗ ଧାମନଗର ଅଭିମୁଖେ ଯାଉଥିବା ବେଳେ ବିରୁଆଁ-ଧାମନଗର ରାସ୍ତାରେ ବିପରୀତ ଦିଗରୁ ଆସୁଥିବା…

ବସ୍‌କୁ ପିଟିଲା ବସ୍‌, ୭ ମୃତ ଅନେକ ଆହତ

ଲକ୍ଷ୍ନୌ: ଦୁଇ ବସ ମୁହାଁମୁହିଁ ଧକ୍କା । ଆଖୁ ପିଛୁଳାକେ ଚାଲିଗଲା ୭ ଜୀବନ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ଭଳ ଅଞ୍ଚଳରେ। ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ଆଜି(ସୋମବାର) ସକାଳୁ ଦୁର୍ଘଟଣାଟି ଆଗ୍ରା-ମରୋଦାବାଦ ଜାତୀୟ…

ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମାରେ ଅଘଟଣ: ଉଗ୍ର ନୃସିଂହ ମନ୍ଦିରରୁ ଖସିଲା ହିରଣ୍ୟକଶ୍ୟପ ମୂର୍ତ୍ତି,ସେବାୟତ ଗୁରୁତର

ପୁରୀ(କେନ୍ୟୁଜ୍):  ଶ୍ରୀମନ୍ଦିରରେ ଅଘଟଣ। ବେଢାରେ ଖସିଲ ପଥର ମୂର୍ତ୍ତି । ଉଗ୍ର ନୃସିଂହ ମନ୍ଦିରର ହିରଣ୍ୟକଶ୍ୟପ ମୂର୍ତ୍ତି ଜଣେ ସେବାୟତଙ୍କ ଉପରେ ପଡିବାରୁ ଆହତ ହୋଇଛନ୍ତି । ଆହତ ସେବାୟତଙ୍କୁ ପ୍ରଥମେ ପୁରୀ ବଡ ଡାକ୍ତରଖାନା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ସେବାୟତ କୁନୁ…

ବଲ୍ ରୋକିବାକୁ ଡ୍ରାଇଭ ମାରୁଥିବା ବେଳେ ଖସିଲା ଶ୍ରେୟସଙ୍କ ବାମ କାନ୍ଧ ହାଡ଼, ଆଇପିଏଲରୁ ପଡିପାରନ୍ତି ବାଦ୍

ଭାରତ- ଇଂଲଣ୍ଡ ମଧ୍ୟରେ ପୁଣେରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆକୁ ବଡ ଝଡକା ଲାଗିଛି। ଟିମ୍ ଇଣ୍ଡିଆ ଏହି ମ୍ଯାଚ ଜିତିଛି ସତ କିନ୍ତୁ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କୁ ଫିଲ୍ଡିଂ ସମୟରେ ଆଘାତ ଲାଗିଛି। ବଲ୍ ରୋକିବା ପ୍ରୟାସରେ ଡ୍ରାଇଭ ମାରିଥିଲେ। ତାଙ୍କ ବାମ କାନ୍ଧର…

ଥାନାଧିକାରୀଙ୍କ ମହାନତା, ଆହତ ଯୁବତୀଙ୍କୁ ନିଜ ଗାଡ଼ିରେ ନେଲେ ମେଡିକାଲ

ଜଗତସିଂହପୁର: ପୋଲିସ ମାନଙ୍କୁ ନେଇ ଆମ ମନରେ ଏକ ଧାରଣା ରହିଛି ଯେ ସେମାନେ ବହୁତ କଠୋର ହୋଇଥାନ୍ତି। କିନ୍ତୁ ସାଧାରଣ ଲୋକଙ୍କର ଏହି ଧାରଣାକୁ ବଦଳାଇ ଦେଇଛନ୍ତି ଜଗତସିଂହପୁର ଥାନା ଅଧିକାରୀ। ରାସ୍ତାରେ ଆହତ ଅବସ୍ଥାରେ ପଡ଼ିଥିବା ଜଣେ ଯୁବତୀଙ୍କୁ ସାହାଯ୍ୟ କରି ମାନବିକତା ଦେଖାଇଛନ୍ତି ଥାନା…

କୁକୁଡା ପାଇଁ ତୁମୁଳ କାଣ୍ଡ, ପଡୋଶୀଙ୍କ ଠେଙ୍ଗା ମାଡରେ ମା’ ଓ ପୁଅ ଗୁରୁତର

କେନ୍ଯୁଜ୍: କୁକୁଡାକୁ କେନ୍ଦ୍ର କରି ପଡୋଶୀ ମା’ ଓ ପୁଅକୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଛନ୍ତି। ମହୁଲଡିହା ଥାନା ଜରକ ପଞ୍ଚାୟତ ଦୁବପାଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ମୁତବାକ ଗତକାଲି ସଂଧ୍ଯାରେ ନିଜ ବାଡିରେ ପଡୋଶୀଙ୍କ କୁକୁଡା ଜାଲରେ ଲାଗିଯାଇ ଛଟପଟ ହେଉଥିବା ବେଳେ…