ବାଇକକୁ ଧକ୍କା ଦେଲା ଅଜଣା ଗାଡି: ଜଣେ ମୃତ,୩ ଆହତ

ବ୍ରହ୍ମପୁର (କେନ୍ୟୁଜ): ନୂଆଗାଁ ଥାନା ଜକର ରାସ୍ତାରେ ଦୁଇଟି ବାଇକକୁ ଧକ୍କା ଦେଲା ଅଜଣା ଗାଡି। ଜଣେ ମୃତ, ତିନି ଆହତ। ସମସ୍ତ ବ୍ୟକ୍ତି ଅନୁଗୋଳ ଜିଲ୍ଲାର ଶ୍ରମିକ ବୋଲି କୁହାଯାଉଛି। ଦୁର୍ଘଟଣାକୁ ନେଇପୋଲିସର ତଦନ୍ତ ଜାରୀ । ଆହତ ମାନଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.