Below header

ରାଜ୍ୟରେ ପୋଲିସର କୋଭିଡ ଏନ୍ଫୋର୍ସମେଣ୍ଟ ସ୍ୱାର୍ଡ, ଅମାନିଆଙ୍କଠୁ ୨୬ ଲକ୍ଷ ଆଦାୟ

ଭୁବନେଶ୍ୱର (କେନ୍ୟୁଜ): ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ସେହିପରି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୨୬ ଲକ୍ଷ ୩୭ ହଜାର ୭୫୦ ଟଙ୍କା ଫାଇନ ଆଦାୟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୩ ଜଣ ଗିରଫ ହୋଇଛିନ୍ତି ।

police

କେବଳ ସେତିକି ନୁହେଁ ୩ଟି ମାମଲା ରୁଜୁ ହେବା ସହ ୧ ହଜାର ୮ଟି ଗାଡି ଜବତ କରିଛି ପୋଲିସ । କିଛି ବ୍ୟକ୍ତି କଟକଣା ମାନୁନଥିବାରୁ ଓଡ଼ିଶା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.