ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ବଡ ସଫଳତା, RTO ଓ ଡାକ୍ତରଖାନା ପରିସରରୁ ୩ ଦଲାଲ ଗିରଫ

ଗଜପତି(କେନ୍ୟୁଜ୍): ପାରଳାଖେମୁଣ୍ଡି ପୋଲିସକୁ ବଡ ସଫଳତା।ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଆଚଂଳିକ ପରିବହନ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ଜଣ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୁମ୍ମା ବ୍ଲକ ଅନ୍ତର୍ଗତ ସୁରଙ୍ଗି ଗ୍ରାମର ଜୁନେଶ ଶବର(୨୯), ଅନୁବୁଡି ଗ୍ରାମର ମାଥ୍ୟୁ କାର୍ଯୀ(୩୮) ଜିଲ୍ଲା ଆଚଂଳିକ ପରିବହନ କାର୍ଯ୍ୟାଳୟ ଓ ଏନ. ରାଜା(୪୫)କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.