ଘରେ ଗ୍ଯାସ ଲିକ୍ ବେଳେ ଲାଗିଲା ନିଆଁ, ୩ ଗୁରୁତର

ବାଲେଶ୍ବର(କେନ୍ଯୁଜ୍): ଘରୋଇ ଗ୍ଯାସ ଲିକ୍ ହୋଇ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଗ୍ଯାସ ଲଗାଉଥିବା ବେଳେ ଲିକ୍ ହେବାରୁ ଗୋଟିଏ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ଯାସ ଲଗାଉଥିବା ବେଳେ ନିଆଁ ଲାଗିଯିବାରୁ କବିତା ମଣ୍ଡଳ, ସ୍ବାମୀ ରବିନ୍ଦ୍ର ମଣ୍ଡଳ ଓ ୮ବର୍ଷର ପୁଅ ନବକୃଷ୍ଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.