Below header
Browsing Tag

gas blasting

ଅଙ୍ଗନୱାଡ଼ିର ରୋଷେଇ ଘରେ ଫାଟିଲା ଗ୍ୟାସ୍ ଟାଙ୍କି, ବର୍ତ୍ତିଗଲେ ୨୦ ଛାତ୍ରଛାତ୍ରୀ

ମାହାଙ୍ଗା(କେନ୍ୟୁଜ୍): ଅଙ୍ଗନୱାଡ଼ିର ରୋଷେଇ ଘରେ ଫାଟିଲା ଗ୍ୟାସ୍ ଟାଙ୍କି। ଏଭଳି ଏକ ଅଘଟଣ ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଅଙ୍ଗନୱାଡ଼ି କେନ୍ଦ୍ର ୨ର ରୋଷେଇ ଘରେ । ସୂଚନା ମୁତାବକ, ଅଙ୍ଗନୱାଡ଼ିର ରୋଷେଇ ଘରେ ହଠାତ୍ ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ତେବେ…

ବାଲେଶ୍ୱର କୁଅଁରପୁରରେ ଗାଁରେ ଅଘଟଣ: ଗ୍ୟାସ୍ ସିଲିଣ୍ଡର ଫାଟି ଭାଇଭଉଣୀ ଗୁରୁତର

ବାଲେଶ୍ୱର(କେନ୍ୟୁଜ୍): ଗ୍ୟାସ୍ ସିଲିଣ୍ଡର ଫାଟି ଭାଇଭଉଣୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ କୁଅଁରପୁରରେ ଗାଁରେ। ଆହତ ୨ଜଣଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଭାଇଭଉଣୀ ରୋଷେଇ କରୁଥିଲେ।…

ଗଞ୍ଜାମ କୁକୁଡାଖଣ୍ଡିରେ ଥିବା ଏକ କ୍ରସରରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର: ୨ମୃତ, ୩ଗୁରୁତର

ବ୍ରହ୍ମପୁର: ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଦୁଇ ମୃତ । ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି। ଗଞ୍ଜାମ କୁକୁଡାଖଣ୍ଡିରେ ଥିବା AB ନାମକ ଏକ କ୍ରସରରେ ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ଜଣଙ୍କ ଜୀବନ ଯାଇଛି। ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଘରେ ଗ୍ଯାସ ଲିକ୍ ବେଳେ ଲାଗିଲା ନିଆଁ, ୩ ଗୁରୁତର

ବାଲେଶ୍ବର(କେନ୍ଯୁଜ୍): ଘରୋଇ ଗ୍ଯାସ ଲିକ୍ ହୋଇ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଗ୍ଯାସ ଲଗାଉଥିବା ବେଳେ ଲିକ୍ ହେବାରୁ ଗୋଟିଏ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ଯାସ ଲଗାଉଥିବା ବେଳେ ନିଆଁ ଲାଗିଯିବାରୁ କବିତା ମଣ୍ଡଳ, ସ୍ବାମୀ ରବିନ୍ଦ୍ର ମଣ୍ଡଳ ଓ ୮ବର୍ଷର ପୁଅ…