Below header

ଗଞ୍ଜାମ କୁକୁଡାଖଣ୍ଡିରେ ଥିବା ଏକ କ୍ରସରରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର: ୨ମୃତ, ୩ଗୁରୁତର

ବ୍ରହ୍ମପୁର: ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଦୁଇ ମୃତ । ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି। ଗଞ୍ଜାମ କୁକୁଡାଖଣ୍ଡିରେ ଥିବା AB ନାମକ ଏକ କ୍ରସରରେ ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ଜଣଙ୍କ ଜୀବନ ଯାଇଛି।

ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.