ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ପଜିଟିଭ୍

ଭୁବନେଶ୍ବର : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ପଜିଟିଭ । ନିଜେ ଟ୍ବିଟ୍ କରି ଜଣାଇଲେ ପ୍ରଦୀପ୍ତ ନାଏକ । ଯେଉଁମାନେ ୫ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଷରେ ଆସିଛନ୍ତି ସେମାନେ ଟେଷ୍ଟ କରାଇନେବାକୁ ସେ କହିଛନ୍ତି ।

praddep naikଆବଶ୍ୟକ ପଡିଲେ ଆଇସୋଲେସନରେ ରହିବାକୁ କହିଛନ୍ତି ପ୍ରଦୀପ୍ତ ନାଏକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.